ଏହି ସବୁ କାରଣ ଯୋଗୁ ଭାରତ ହାରିଲା ବକ୍ସିଂ ଡେ ଟେଷ୍ଟ
ମେଲବୋର୍ଣ୍ଣ: ଭାରତ ଏଠାରେ ଅନୁଷ୍ଠିତ ଚତୁର୍ଥ କ୍ରିକେଟ ଟେଷ୍ଟରେ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ମେଲବୋର୍ଣ୍ଣରେ ଭାରତ ୧୩ ବର୍ଷ ପରେ ହାରିଛି । ଆସନ୍ତୁ ନଜର ପକାଇବା ଭାରତ ପରାଜୟ କାରଣ ଉପରେ.. ।
ଦଳଗତ ପ୍ରଦର୍ଶନର ଅଭାବ: ଭାରତୀୟ ଟିମ ଚଳିତ ସିରିଜରେ ସମ୍ପୂର୍ଣ୍ଣ…