ଆମେରିକାର ବିଶେଷ ପର୍ବ ‘ଥ୍ୟାଙ୍କସ୍ ଗିଭିଙ୍ଗ’, ଲୋକେ ଖାଆନ୍ତି ‘ତୁର୍କି’
ନୂଆଦିଲ୍ଲୀ: ଆମେରିକାରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରୁ 'ଥ୍ୟାଙ୍କସ୍ ଗିଭିଙ୍ଗ' ହେଉଛି ଏକ ବିଶେଷ ପର୍ବ l ନଭେମ୍ବର ମାସର ଚତୁର୍ଥ ଗୁରୁବାରରେ ଏହି ପର୍ବ ପାଳନ କରାଯାଏ l ପରିବାର, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କକୁ ମଜବୁତ କରିବା ଏବଂ ଜୀବନରେ ମିଳିଥିବା ସଫଳତା…