Latest Odisha News

BREAKING NEWS

ରାଜ୍ୟରେ ବର୍ଷିବ ବର୍ଷା: ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗର ପୂର୍ବାନୁମାନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ଆଶଙ୍କା ରହିଛି। …

ଛାତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ କରି ଜେଲ୍ ଗଲେ ରସିକିଆ ପ୍ରଫେସର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଜଣେ ଛାତ୍ରୀଙ୍କ ଫଟୋ, ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବା ଅଭିଯାଗରେ ବନ୍ଧା ହେଲେ ପ୍ରଫେସର । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରୁଥିବା ଅଜିତ କୁମାର ଗୁପ୍ତାଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ ।…

‘Dancing Girl’ କିଏ? ବିବାଦ ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କଲା NCERT, ଏବେ ବହିରେ ରହିବ ମୂଳ…

ନୂଆଦିଲ୍ଲୀ: NCERT ର ନୂତନ ୯ମ ଶ୍ରେଣୀ ପାଠ୍ୟପୁସ୍ତକ, ମଧୁରିମାରେ ସିନ୍ଧୁ ସଭ୍ୟତାର ପ୍ରସିଦ୍ଧ 'Dancing Girl' ପ୍ରତିମୂର୍ତ୍ତିର ଏକ ପରିବର୍ତ୍ତିତ ଚିତ୍ର ମୁଦ୍ରଣ ବିବାଦ ସୃଷ୍ଟି କରିଛି। ଇତିହାସକାର ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଚିତ୍ରଟି ମୂଳ ଚିତ୍ର ଠାରୁ ଭିନ୍ନ ଏବଂ…

ମିଥୁନଙ୍କ ଘରେ ବାଜିଲା ଶେହନାଇ: ସରିଲା ଝିଅ ଦିଶାନୀଙ୍କ ନିର୍ବନ୍ଧ

ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତା ତଥା ‘ଡିସ୍କୋ ଡ୍ୟାନ୍ସର’ ମିଥୁନ ଚକ୍ରବର୍ତ୍ତୀଙ୍କ ପରିବାରରୁ ଆସିଛି ଏକ ବଡ଼ ଖୁସିର ଖବର। ମିଥୁନଙ୍କ ଲାଡଲୀ ଝିଅ ଦିଶାନୀ ଚକ୍ରବର୍ତ୍ତୀ ନିଜର ଲଙ୍ଗ୍-ଟାଇମ୍ ବୟଫ୍ରେଣ୍ଡ ମାଇଲ୍ସ ମ୍ୟାଣ୍ଟଜାରିସଙ୍କ ସହ ନିର୍ବନ୍ଧ କରିଛନ୍ତି। ସୋସିଆଲ ମିଡିଆରେ ଦିଶାନୀ…

ମୌସୁମୀ ଆସିଛି ହେଲେ ବର୍ଷା ନାହିଁ: ଏଲ୍ ନିନୋ ପ୍ରଭାବରେ ରାଜ୍ୟରେ ଗୁଳୁଗୁଳି ଜାରି

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ କରିସାରିଛି। ଜୁନ୍ ୧୨ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁବା ପରେ, ସୋମବାର ସୁଦ୍ଧା ଏହା ରାଜ୍ୟର ଅଧିକାଂଶ ଭାଗକୁ ଅଗ୍ରସର ହୋଇଛି। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ…

ମଝି ଆକାଶରୁ ଫେରିଲା ବିମାନ; ୧୮୦ ଯାତ୍ରୀଙ୍କୁ ନେଇ ଜେଦ୍ଦା ଯାଉଥିଲା 

ନୂଆଦିଲ୍ଲୀ: କେରଳର କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ସାଉଦି ଆରବର ଜେଦ୍ଦା ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହା ଫଳରେ ବିମାନ ମଝି ଆକାଶରୁ ଫେରିଆସିଛି। ସୂଚନା ଅନୁଯାୟୀ, ଉଡ଼ାଣ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ…

G-7 Summit 2026: G-7 ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ସଦସ୍ୟ ନଥାଇ ବି କାହିଁକି ଭାରତର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୁଇ ରାଷ୍ଟ୍ର ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଇଭିଆନରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ G7 ଶିଖର ସମ୍ମିଳନୀରେ ଯୋଗଦେବେ। ଶିଖର ସମ୍ମିଳନୀ ସମୟରେ, ସେ…

ଆନ୍ଧ୍ର ବିଏଡ୍‌ ନାମରେ ବଡ଼ଧରଣର ଠକେଇ, ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଫେରାର ମଧ୍ୟସ୍ଥି

ବଲାଙ୍ଗୀର: ଆନ୍ଧ୍ର ବିଏଡ୍‌ ନାମରେ ବଡ଼ଧରଣର ଠକେଇ । ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାରୁ । ବଲାଙ୍ଗିର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୨୦ ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରି ନେଇଛି ଜଣେ ମଧ୍ୟସ୍ଥି । ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ…

ମୁହାଁମୁହିଁ ଦୁଇ ହାଇୱା; ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କଇସରାର ବିଜୁ ଏକ୍ସପ୍ରେସୱେରେ ଦୁଇଟି ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଗୋଟିଏ ହାଇୱା ରାସ୍ତାରେ ଥିବା ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ…

34 Indian Tanker: ତେଲ, ଗ୍ୟାସ, ସାର…ଭାରତ ଅଭିମୁଖେ ୩୪ ଜାହାଜ!!

ନୂଆଦିଲ୍ଲୀ: ଭାରତ ପାଇଁ ବଡ ଖୁସି ଖବର ତେଲ-ଗ୍ୟାସ ଓ ସାର ଯୋଗାଣକୁ ମିଳିବ ବଡ଼ ବଳ! ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଭାରତ ଅଭିମୁଖେ ଆସୁଥିବା LNG କ୍ୟାରିୟର ‘ଦିଶା’ ସୁରକ୍ଷିତ ଭାବେ ଜଳପଥ…