କଂଗ୍ରେସକୁ ‘ଏକ୍ସ’ ପକ୍ଷରୁ ନୋଟିସ, ଅଣାୟତ ହେଉଛି ଆମ୍ୱେଦକର ପ୍ରସଙ୍ଗ
ନୂଆଦିଲ୍ଲୀ: ପୁଣି ଅଡୁଆରେ ଫସିଲା କଂଗ୍ରେସ । ଆମ୍ୱେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ୍ ଶାହ ଦେଇଥିବା ଟିପ୍ପଣୀକୁ କଗ୍ରେସ ଭାଇରାଲ କରି ଏବେ ଅଡୁଆରେ ପଡ଼ିଛି । କଂଗ୍ରେସ ସୋସିଆଲ୍ ସାଇଟ୍କୁ 'ଏକ୍ସ' ପକ୍ଷରୁ ନୋଟିସ୍ କରାଯାଇଛି । ଆମ୍ବେଦକରଙ୍କ ଉପରେ ପାର୍ଲାମେଣ୍ଟରେ ଅମିତ ଶାହ ଦେଇଥିବା…