Latest Odisha News

BREAKING NEWS

ଡିଜେଲ, ବିଦ୍ୟୁତ ପରେ, ଏବେ ଭାରତରେ ଚାଲିବ ହାଇଡ୍ରୋଜେନ ଟ୍ରେନ!

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନେଟୱାର୍କ ଦୁନିଆର ସର୍ବବୃହତ ରେଳ ନେଟଓ୍ବାର୍କ  । ପ୍ରତିଦିନ ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଟ୍ରେନ୍ ଏବଂ କୋଚ ଗୁଡିକର ନବୀକରଣ ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ରେଳ ପ୍ରବର୍ତ୍ତନ କରୁଛି ଭାରତୀୟ…

ଗ୍ୟାସ୍ ଟାଙ୍କି ଫାଟି ୩ ଗୁରୁତର

ରାୟଗଡ଼ା: ଗ୍ୟାସ ଟାଙ୍କି ଫାଟି ୩ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଲା ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ । ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର…

ଓଡ଼ିଶାର ଗୌରବମୟ ଇତିହାସକୁ ମନେପକାଇଲେ ବିଏଚୟୁ ଛାତ୍ରୀଛାତ୍ର ଓ ପ୍ରବାସୀ ଓଡ଼ିଆ ସଂଗଠନ

ବାରଣାସୀ/ଭୁବନେଶ୍ୱର: ଓଡ଼ିଶାର ଗୌରବମୟ ଇତିହାସ ଏବଂ ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବି.ଏଚ.ୟୁ) ପାଳନ କରାଯାଇଛି । କାର୍ତ୍ତିକ…

ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା?

ଭଦ୍ରକ: ରେଳ ଧାରଣାରୁ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ଭଦ୍ରକ କେନ୍ଦୁଆପଦା ରେଳ ଷ୍ଟେସନ ନିକଟସ୍ଥ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସାବରଙ୍ଗ ଥାନା ଅଧିନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ…

ବ୍ରେଷ୍ଟମିଲ୍କ ଦାନ କରି ଅନନ୍ୟ ରେକର୍ଡ କଲେ ମହିଳା, ଜାଣନ୍ତୁ ଭାରତରେ କଣ ରହିଛି ଏଥିପାଇଁ ନିୟମ

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ବାସିନ୍ଦା ଏଲିଜ୍ ଓଗଲେଟ୍ସି ଏପରି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ, ଏଲିଜ୍ ଓଗଲେଟ୍ସି ୨୬୦୦ ଲିଟରରୁ ଅଧିକ ବ୍ରେଷ୍ଟମିଲ୍କ ଦାନ କରି ରେକର୍ଡ ସୃଷ୍ଟି କରିଛନ୍ତି । ୩୬ ବର୍ଷୀୟ ଏଲିଜ୍ ଏହା…

‘ପେସା’ ପାଇଁ ଲୋକଙ୍କ ମତ ନେବେ ସରକାର

ଭୁବନେଶ୍ବର: ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବାକୁ ଯାଉଛି ପେସା ଆଇନ୍ । ଏହି ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଏହା ଲାଗୁ ପାଇଁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ସରକାର । ଆଜି ଜନତା ମଇଦାନରେ ଜନଜାତୀୟ ଗୌରବ ଦିବସରେ ଏଡି ଘୋଷଣା କରିଛନ୍ତି…

ନିଜସ୍ଵ ସମ୍ବିଧାନ ପାଇଁ ପରିଚିତ ପଡୋଶୀ ଦେଶର ଏହି ଗାଁ…

ନୂଆଦିଲ୍ଲୀ: ପ୍ରତ୍ୟେକ ଦେଶର ନିଜସ୍ୱ ସମ୍ବିଧାନ ଏବଂ ନିଜସ୍ୱ ନିୟମ ଏବଂ ଆଇନ ରହିଛି । କିନ୍ତୁ ପାକିସ୍ତାନରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଦେଶର ସମ୍ବିଧାନ ଲାଗୁ କରାଯାଇନାହିଁ । ଏହି ଗାଁରେ ତା’ର ନିଜସ୍ୱ ସମ୍ବିଧାନ, ନିୟମ ଏବଂ ଆଇନ ରହିଛି । ଏହି ଗାଁ ଏହାର ଅନନ୍ୟ ପରିଚୟ…

ଚୀନର ରାସ୍ତାକୁ ଉଡ଼ାଇ ଦେଲା ଭାରତ!

ଲଦାଖ: ଭାରତ ଏବଂ ଚୀନ୍ ମଧ୍ୟରେ ମତଭେଦ ପରେ ଭାରତୀୟ ସେନା ୨୦୧୭ରେ ଡେମୋଚୋକରେ ନିର୍ମିତ ବିଆରଓ ର ରାସ୍ତାକୁ ନଷ୍ଟ କରିଦେଇଛି । ଏହି ଖବର ସେନା ସୂତ୍ର ମାଧ୍ୟମରେ ସାମ୍ନାକୁ ଆସିଛି । ଏଥି ସହିତ ଚୀନ୍ ମଧ୍ୟ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଛି । ଡେମଚୋକ୍ ଏବଂ ଡେପସଙ୍ଗରେ…

ବଦଲିଲା ‘ସରାଇ କାଲେ ଖାନ୍ ଛକ’ର ନାଁ; ଆଜିଠୁ ‘ବିର୍ସା ମୁଣ୍ଡା ଛକ’

ନୂଆଦିଲ୍ଲୀ: ଦିଲ୍ଲୀ ବାନସେରା ପାର୍କରେ ଉନ୍ମୋଚିତ ହେଲା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି । ଏଥିସହିତ ବଦଳିଲା ଦିଲ୍ଲୀ ‘ସରାଇ କାଲେ ଖାନ୍ ଛକ’ ଏବଂ ବସ୍ ଷ୍ଟାଣ୍ଠର ପରିଚୟ । ଆଜି ଭଗବାନ୍ ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି…