ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା: ଉତ୍କର୍ଷ ଓଡ଼ିଶା ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ବର: ଲୋକାର୍ପିତ ହେଲା ଉତ୍କର୍ଷ ଓଡ଼ିଶା ପୋର୍ଟାଲ। ମଙ୍ଗଳବାର ଏହି ଓ୍ବେବ ପୋର୍ଟାଲକୁ ଲୋକାର୍ପଣ କରିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ବାଇଁ। ଆସନ୍ତା ଜାନୁଆରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା। ଏଥିପାଇଁ ପ୍ରସ୍ତୁତି ଶେଷ…