Latest Odisha News

BREAKING NEWS

ମହାରାଷ୍ଟ୍ରରେ କାହାର ମାଷ୍ଟ୍ରରଷ୍ଟ୍ରୋକ୍?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢିଲାଣି ନିର୍ବାଚନୀ ପାରଦ । ମତଦାନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ଭରସା ଜିତିବାକୁ ଉଦ୍ୟମ ଚଳାଇଛନ୍ତି ନେତା । ମହାରାଷ୍ଟ୍ରରେ ମୁକାବିଲା ମୁଖ୍ୟତଃ ମହାୟୁତି ଓ ମହାବିକାଶ ଅଘାଡି ମଧ୍ୟରେ ହେଉଛି । ଉଭୟ ମେଣ୍ଟ ଘୋଷଣାପତ୍ରରେ ସବୁ ବର୍ଗର…

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ଲାଗିବ ସିସିଟିଭି: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲାରେ ଆସିଲା ହାଇକୋର୍ଟଙ୍କ ଶୁଣାଣି। ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି। ଏ ନେଇ କୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଜଣାଇଛନ୍ତି। ସେନା ଅଧିକାରୀଙ୍କୁ ଥାନାରେ ଦୁର୍ବ୍ୟବହାର ନେଇ ଏସଓପି ଜାରି କରାଯାଇଛି। SOPର ଏକ କପି…

ଅନଲାଇନ୍ ଟ୍ରେଡିଂର ଭୟଙ୍କର ପରିଣତି, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ

ଝାରସୁଗୁଡା: ଅନଲାଇନ ଟ୍ରେଡିଂ ସାଜିଲା କାଳ। ଦୁଇପଇସା ରୋଜଗାର କରିବା ପାଇଁ କରୁଥିଲେ ଟ୍ରେଡିଂ। ହେଲେ ଏଇ ଖେଳ ନେଇଗଲା ଯୁବକଙ୍କ ଜୀବନ। ଟ୍ରେଡିଂରେ ପଇସା ହାରି ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡାର ଯୁବକ ଅଚ୍ୟୁତାନନ୍ଦ ସାହୁ। ସେ ଝାରସୁଗୁଡ଼ା ଠାରେ ଥିବା ମାଇକ୍ରୋ କଣ୍ଟିନେଣ୍ଟାଲ…

କ’ଣ ଏହି ଟ୍ରମ୍ପଙ୍କ ଚୀନ ପଲିସି?, ଯେଉଁଥିରେ ଭାରତକୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଘୋଷଣା ହେବା ପରେ ଏବେ ଚିନ୍ତାରେ ଚୀନ । ଟ୍ରମ୍ପଙ୍କ ଚୀନ୍ ପଲିସି ଏବେ ଚୀନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ଏହା ଭାରତ ପାଇଁ ଆଣିପାରେ ବିପୁଳ ସୁଯୋଗ । ଯାହା ଆପଲ ଭଳି ବଡ ବଡ କମ୍ପାନୀକୁ ଭାରତରେ ପ୍ରବେଶର…

ବୋତଲ କ୍ଷୀର ଦ୍ବାରା ବଢିପାରେ ନିମୋନିଆ, ଯାଇପାରେ ପିଲାଙ୍କ ଜୀବନ…

ଭୁବନେଶ୍ବର: ପାଣିପାଗର ପରିବର୍ତ୍ତନ, ପ୍ରଦୂଷଣ ବୃଦ୍ଧି ଏବଂ ଏହା ଉପରେ ଶୀତର ପ୍ରଭାବ ଏହି ଅବସ୍ଥା କାହାକୁ ମଧ୍ୟ ଅସୁସ୍ଥ କରିପାରେ । ଶୀତଦିନେ, ପିଲାମାନଙ୍କ ଠାରେ ଥଣ୍ଡା ଏବଂ କାଶର ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ । ଯେତେବେଳେ ଏହି ଥଣ୍ଡା ଦୀର୍ଘ ସମୟ ଧରି ରହିଥାଏ, ସେତେବେଳେ ଏହା…

ଓୟୁଏଟିରେ ବ୍ୟାପୁଛି ଜଣ୍ଡିସ୍, କର୍ତ୍ତୃପକ୍ଷଙ୍କୁ କଡା ତାଗିଦ କଲେ ଏଡିୟୁପିଏଚଓ ଡାକ୍ତର ନୀଳମଣି ସେନାପତି

ଭୁବନେଶ୍ଵର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ। ଏକାଧିକ ଛାତ୍ରଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଛାତ୍ରଛାତ୍ରୀ ଔଷଧ ଖାଇ ଭଲ ହୋଇଥିବା ବେଳେ ଆଉ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଓୟୁଏଟିର କର୍ମଚାରୀ ପିଇବା ପାଣି ଓ ଖାଦ୍ୟ ଦୋଷ…

ବଦଳିପାରେ ଥଇଥାନ୍ ନିୟମ: ଚାକିରୀ ବଦଳରେ ମିଳିବ ଟଙ୍କା!

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଚାକିରି ପ୍ରସଙ୍ଗ । ବଦଳିପାରେ ନିୟମ । ରିହାବିଲିଟେନ୍ ଯୋଜନାରେ ପରିବର୍ତ୍ତନ ହୋଇପାରେ ।  ଏନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ରିହାବିଲିଟେନ୍ ଯୋଜନାରେ ଏଣିକି ପରିବାର ବର୍ଗଙ୍କୁ ଚାକିରୀ ବଦଳରେ ମୋଟା ଅଙ୍କର…

ଫିଲ୍ମ ‘ପୁଷ୍ପା’ ପାଇଁ ଅଲୁ ଅର୍ଜୁନ ନୁହଁ, ବରଂ ଏହି ଅଭିନେତା ଥିଲେ ପ୍ରଥମ ପସନ୍ଦ…

ହାଇଦ୍ରାବାଦ: ପୁଷ୍ପା ୨ ରିଲିଜ୍ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଡିସେମ୍ବର ୫ରେ ରିଲିଜ ହେବାକୁ ଯାଉଛି । ନଭେମ୍ବର ୧୭ରେ ଫିଲ୍ମର ଟ୍ରେଲର ରିଲିଜ ହେବାର ସମ୍ଭାବନା ଅଛି । ଫିଲ୍ମଟି ବକ୍ସ ଅଫିସରେ ବମ୍ପର ରୋଜଗାର କରିବ ବୋଲି ଆଶା କରାଯାଉଛି । ଏହାର…

ମୋଟାପଣ ବଢ଼ାଉଛି ହାଇ-ସ୍ପିଡ଼ ଇଣ୍ଟରନେଟ

ନୂଆଦିଲ୍ଲୀ: ଓଜନ ବୃଦ୍ଧିର ଅନେକ କାରଣ ଅଛି l ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଫାଷ୍ଟଫୁଡ୍, ତେଲିଆ ଖାଦ୍ୟ ଆଦି ଏହାର କାରଣ ସାଜିଛି l ଏବେ ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡିଛି ଯେ ହାଇ ସ୍ପିଡ୍ ଇଣ୍ଟରନେଟ୍ କାରଣରୁ ମଧ୍ୟ ମେଦବହୁଳତା ବୃଦ୍ଧି ପାଉଛି । କରାଯାଇଥିବା ଏକ ଅନୁସନ୍ଧାନରେ…

ଭେଜାଲ ଖାଦ୍ୟ ବିକ୍ରି କରି ଧରାପଡୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି କେଉଁ ଦଣ୍ଡ? କଣ କହୁଛି ଆଇନ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ମସଲା, କ୍ଷୀର, ଘିଅ, ତେଲ, ସବୁକିଛି ଭେଜାଲ। ତେବେ ଯେଉଁ ବ୍ୟକ୍ତି ଏହି ସବୁ କାରବାର କରନ୍ତି ତାଙ୍କୁ କେଉଁ ଦଣ୍ଡ ଦିଆଯାଏ? ଏଥିପାଇଁ କଣ ରହିଛି ଆଇନ ? ଭାରତୀୟ ନିୟମ…