Latest Odisha News

BREAKING NEWS

ଫେସବୁକରେ ପୂର୍ବ ଅପେକ୍ଷା ଭଲ ରୋଜଗାର କରିପାରିବେ କ୍ରିଏଟର୍ସ…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଅନେକ ସମୟରେ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଥାଏ । ପ୍ୟାରେଣ୍ଟ୍ କମ୍ପାନୀ ମେଟା ଖୁବ୍ ଶୀଘ୍ର ଫେସବୁକ୍ ମୋନେଟାଇଜେସନ୍ ପ୍ରୋଗ୍ରାମ୍ ପରିବର୍ତ୍ତନ କରିବାକୁ ଯାଉଛି । ମେଟାର ନୂତନ ଅପଡେଟ୍ ଅନୁଯାୟୀ, ବର୍ତ୍ତମାନ ପ୍ଲାଟଫର୍ମରେ ତିନୋଟି…

ତିରୁପତି ପ୍ରଭାବ: ଶ୍ରୀମନ୍ଦିର ପରେ ଏବେ ଶାରଳା ମନ୍ଦିର

ଜଗତସିଂହପୁର: ତିରୁପତି ତିରୁମାଲା ଭେଙ୍କଟାଶ୍ବର ବାଲାଜୀ ମନ୍ଦିର ପ୍ରସାଦରେ ଅଶୁଦ୍ଧ ଘିଅର ବ୍ୟବହାର ହେଉଥିବା ଅଭିଯୋଗ ଆସିବା ପରେ ଏବେ ଦେଶରେ ହଟଚମଟ ସୃଷ୍ଟି ହୋଇଛି । ସବୁ ମନ୍ଦିର ପ୍ରଶାସନଙ୍କ ମନରେ ପଶିଛି ଛନକା । ତନତନ କରି ସବୁ ଘିଅ ଓ ପ୍ରସାଦରେ ବ୍ୟବହୃତ ସାମଗ୍ରୀକୁ ଯାଞ୍ଚ…

ବିଜେଡି କନ୍ଦଳରେ ଘିଅ ଢାଳୁଛି କି ବିଜେପି? ବଢୁଛି ବିଜେଡି ଖାଲି ଦାବି…..

ଭୁବନେଶ୍ବର: ଖାଲି ହୋଇଯିବ ବିଜେଡି ଗଡ । ସବୁ ବିଜେଡି ନେତା ମନ୍ତ୍ରୀ କାଳେ ବିଜେପିରେ ମିଶିବା ପାଇଁ ଇଚ୍ଛୁକ । ଏକଥା ଆମେ ନୁହେଁ, ଏବେ ଏମିତି କିଛି ଲଗାତାର ଦାବି କରିଆସୁଛନ୍ତି ବିଜେପି ବିଧାୟକ ଓ ନେତା । ପୂର୍ବରୁ ବିଜେପିର ଅନେକ ନେତା ଏକଥା ଦାବି କରିଆସିଛନ୍ତି । ଗତକାଲି ବିଜେପି…

ଇସ୍ରାଏଲ ବିରୋଧରେ ଭାରତର ସମର୍ଥନ ଚାହୁଁଛି କି ଇରାନ ?

ନୂଆଦିଲ୍ଲୀ: ଦିନେ ଇସ୍ରାଏଲ-ଇରାନ ଦୁଇଦେଶ ବନ୍ଧୁ ଥିଲେ। କିନ୍ତୁ ଏବେ ହୋଇଛନ୍ତି ଶତ୍ରୁ। ପରସ୍ପରକୁ ଦେଉଛନ୍ତି ମୁହଁତୋଡ ଜବାବ। କେହି କାହାକୁ ଛାଡିବାକୁ ନାରାଜ। ଦିନକୁ ଦିନ ବଢିବାରେ ଲାଗି ଉତ୍ତେଜନା। ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ସଂକଟ ହୋଇଛି ଘନୀଭୂତ। ଇସ୍ରାଏଲ…

ଗଡିଲା ବିଜୟା ରଥ, ପାପର ବିନାଶ ପୁଣ୍ୟର ପ୍ରତିଷ୍ଠା ଲାଗି ଗର୍ଭ ଗୃହରୁ ରଥଦାଣ୍ଡକୁ ଆସିଲେ ମା’ ବିରଜା

ଯାଜପୁର: ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା । ରଥଖଳାରେ ମାସେ ହେଲାଣି ଚାଲିଥିଲା ସିଂହଧ୍ୱଜ ରଥନିର୍ମାଣ । ମାଆ ବିରଜାଙ୍କୁ ରଥରେ ଦର୍ଶନ ପାଇଁ ଅପେକ୍ଷାରେ ଥିଲେ ଶ୍ରଦ୍ଧାଳୁ । ଗଡିଛି ବିଜୟା ରଥ,ଅସତ୍ୟ ଉପରେ ହେବ ସତ୍ୟର ବିଜୟ । ମନ୍ଦିରରୁ ବାହାରି…

ବରଗଡ଼ ଜିଲ୍ଲା କାରାଗାରରେ ପୋଲିସ ବିଭାଗର ଅଚାନକ ଚଢ଼ାଉ

ବରଗଡ଼:ବରଗଡ଼ ଜିଲ୍ଲା କାରାଗାରରେ ପୋଲିସ ବିଭାଗର ଅଚାନକ ଚଢ଼ାଉ l ଚଢ଼ାଉ ବେଳେ କାରାଗାରରୁ ବ୍ୟାପକ ମାତ୍ରାରେ ମାଦକ ଦ୍ରବ୍ୟ ଜବତ କରିଛି ପୋଲିସ l ସେପଟେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ କରି ବିପୁଳ ମାଦକଦ୍ରବ୍ୟ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା…

ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ଅଗ୍ନବିୀରଙ୍କ ପାଇଁ ପୁଣି ନରମିଲେ ରାଜ୍ୟ ସରକାର । ପ୍ରଥମେ ୧୦ ପ୍ରତିଶତ  ସଂରକ୍ଷଣ ଏବେ ପୁଣି ବୟସ ସୀମାରେ ବି କୋହଳ କରିଛନ୍ତି ସରକାର । ତେବେ ଏନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ…

ହବିଷ୍ୟାଳୀଙ୍କ ପାଇଁ ଖୁସି ଖବର: ୬ରୁ ଆବେଦନ

ପୁରୀ: ଆଗକୁ କାର୍ତ୍ତିକ ମାସ । ପୁରୀରେ ହବିଷ୍ୟାଳୀଙ୍କ ଜମିବ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ ହବିଷ୍ୟାଳୀ ଯୋଜନା । ପ୍ରତିବର୍ଷ ଏନେଇ ହବିଶ୍ୟାଳୀମାନେ ଆବେଦନ କରିଥାଆନ୍ତି । ପଞ୍ଜିକୃତ କରିଥିବା ହବିଷ୍ୟାଳୀଙ୍କ ପାଇଁ ସରକାର ଖାଇବା ରହିବା ବନ୍ଦୋବସ୍ତ…

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ। ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପେଟରେ ଅସହ୍ୟ ଯନ୍ତ୍ରଣା…

ତିରୁପତି ଲଡୁ ବିବାଦ: ଯାଞ୍ଚ କରିବ ସ୍ବତନ୍ତ୍ର ଏସଆଇଟି

ତିରୁପତି: ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗରେ ପଶୁଚର୍ବି ଓ ଅପମିଶ୍ରିତ ଘିଅ ମିଶିବା ବିବାଦରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ କଡା ଟିପ୍ପଣି ଦେଇଛନ୍ତି ସୁପ୍ରିମେକାର୍ଟ  । କହିଛନ୍ତି, ଏହା ଆସ୍ଥାର ବିଷୟ, ଏଥିରେ ସ୍ବତନ୍ତ୍ର ଟିମ୍ କାମ କରୁ । ରାଜ୍ୟ ସରକାରଙ୍କ…