Latest Odisha News

BREAKING NEWS

ଡିସେମ୍ବର ୧୬ରେ ଆପର ‘ମହିଳା ଅଦାଲତ’, ଯୋଗ ଦେବେ ଅଖିଳେଶ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ମହିଲା ଅଦାଲତ ଆୟୋଜନ କରିବ ଆମ ଆଦମି ପାର୍ଟି (ଆପ୍ ) ।  ଅରବିନ୍ଦ କେଜ୍ରିୱାଲଙ୍କ ସହ ସପା(ସମାଜବାଦୀ ପାର୍ଟି) ମୁଖ୍ୟ ଅଖିଳେଶ ଯାଦବ ଏଥିରେ ଯୋଗ ଦେବେ। ରାଜଧାନୀ ଦିଲ୍ଲୀରେ ମହିଳା ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଆପ…

ଅଢେଇ କୋଟିର ଜାଲ ନୋଟ ଜବତ, ୪ ଗିରଫ

ସୁରଟ: ଜବତ ହୋଇଛି ୨.୫୭ କୋଟି ଟଙ୍କାର ଜାଲ୍ ନୋଟ୍ । ଗୁଜରାଟର ସୁରଟରେ ରବିବାର ଘଟିଛି ଏହି ଘଟଣା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।  ବ୍ୟାଙ୍କ, ବଜାର ଓ ସାଧାରଣ ଲୋକଙ୍କୁ ଠକିବା ପାଇଁ ଅଭିଯୁକ୍ତମାନେ ପ୍ରସ୍ତୁତ କରିଥିଲେ ଏହି ନକଲି ନୋଟ୍। ପୁଲିସ ସୂଚନା…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ରାୟଗଡା: ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ରାୟଗଡା ଜିଲ୍ଳାରେ କଟକ ଭିଜିଲାନ୍ସ ଟିମ ଓ ସ୍ଥାନୀୟ ଜଙ୍ଗଲ ବିଭାଗ ମିଳିତ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ଦୁଇଟି କଲରାପତରିଆ ବାଘଛାଲ ସହିତ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ। ଶନିବାର ମୁନିଗୁଡା…

‘ପ୍ରତି ଜିଲ୍ଲାରେ ହେବ ମେଡିକାଲ କଲେଜ, ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ’

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଉନ୍ନତ ଓ ମଜଭୁତ୍ ସ୍ବାସ୍ଥ୍ୟ ସେବା ପ୍ରଦାନ ପାଇଁ ଅଣ୍ଟାଭିଡିଛନ୍ତି ନୂଆ ସରକାର । ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସଂରଚନାକୁ ସୁଦୃଢ଼ କରିବା ପାଇଁ ସରକାରର ଉଦ୍ୟମ ଆରମ୍ଭ…

କପିଲଙ୍କ ଉପରେ ବର୍ଷିଲେ ମୁକେଶ ଖାନ୍ନା, କହିଲେ ସେ ରାମଙ୍କୁ ସମ୍ମାନ ଦିଅନ୍ତି ନାହିଁ

ମୁମ୍ବାଇ: କପିଲ ଶର୍ମା ଶୋ’କୁ ନେଇ ମୁକେଶ ଖାନ୍ନା ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ କପିଲଙ୍କ ଶୋ’ରେ ଅଶ୍ଳୀଳତା ଏବଂ ଡବଲ୍ ମିନିଂ ଡାଏଲଗ୍ ଭରି ରହିଥାଏ। ଏହା ଉପରେ ଲୋକମାନେ ହସିପାରନ୍ତି କିନ୍ତୁ ଏଥିରେ କୌଣସି ଶାଳୀନତା ନାହିଁ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଥରେ…

ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର । ୟୁପିଏସସି ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାନିକ ସେବା ତଥା ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ବିତୀୟ ରାଙ୍କ ପାଇଥିଲେ ଅନିମେଶ । ଅନିମେଶଙ୍କ ସହ ଅନ୍ୟ ୮ ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି । ତେବେ ସର୍ବ ଭାରତୀୟ…

ଗାନ୍ଧି ପରିବାର ମୋ କ୍ୟାରିୟର ନଷ୍ଟ କରିଛନ୍ତି: ମଣି ଶଙ୍କର ଆୟାର

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟାର ଦେଇଛନ୍ତି ବଡ ବୟାନ। ନିଜ ବୟାନ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଣି ଶଙ୍କର ଗାନ୍ଧି ପରିବାରକୁ ନେଇ ବୟାନ ଦେଇଛନ୍ତି। ଗାନ୍ଧୀ ପରିବାର ଟଙ୍କା ଭବିଷ୍ୟତ ନଷ୍ଟ କରିଥିବା ସେ କହିଛନ୍ତି। ତେବେ ମଣିଶଙ୍କର ଓ ଗାନ୍ଧୀ ପରିବାର…

ଫ୍ରାନ୍ସର ମାୟୋଟରେ ତାଣ୍ଡବ ରଚୁଛି ବାତ୍ୟା ‘ଚିଡୋ’; ୧୪ ମୃତ

ପ୍ୟାରିସ୍: ଫ୍ରାନ୍ସର ଭାରତ ମହାସାଗର ଅଞ୍ଚଳ ମାୟୋଟରେ ଚିଡୋ ଝଡ଼ ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଘଣ୍ଟା ପ୍ରତି ୨୨୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା କାରଣରୁ ପେଟାଇଟ୍-ଟେରେ ଦ୍ୱୀପ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଅଧିକାରୀମାନେ ଦ୍ୱୀପରେ ରେଡ୍ ଆଲର୍ଟ ଜାରି କରିଛନ୍ତି ।…

ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ

ନୂଆଦିଲ୍ଲୀ: ବିଶିଷ୍ଟ ଭାରତୀୟ ବଂଶୋଦ୍ଭବ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି।  ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ୭୩ ବର୍ଷ…

ଘରୋଇ ଉପାୟରେ ବାସନକୁସନକୁ କରନ୍ତୁ ଚକ୍‌ଚକ୍‌

ଭୁବନେଶ୍ବର: ଚକ୍‌ଚକ୍ ବାସନ ରୋଷେଇଘରର ଶୋଭା ବଢାଇଥାଏ । ରୋଷେଇ କଲାବେଳେ ଅସବାଧାନବତା ଯୋଗୁଁ କଢେଇ,ହାଣ୍ଡି ଜଳିଯାଏ । ସେହି ଦାଗ ଛଡାଇବାକୁ ସମୟ ନଷ୍ଟ ହେବା ସହ ମହଙ୍ଗା ଡିଟରଜେଣ୍‌ଟ୍ ବ୍ୟବହାର କରୁ । କିନ୍ତୁ ଆମ ନିତିଦିନିଆ ଘରୋଇ ସାମଗ୍ରୀରୁ ଏଭଳିଆ ଜିଦି ଦାଗକୁ ଆରାମରେ ଛଡାଇ ପାରିବା …