Latest Odisha News

BREAKING NEWS

ସିବିଆଇ ଅଫିସରୁ ବାହାରି ସତ ଓଗାରିଲେ ବିଷ୍ଣୁପଦଙ୍କ ଡ୍ରାଇଭର

ଭୁବନେଶ୍ବର: ଆଇଏଏସ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ବାହାରିବା ଘଟଣାରେ ଆଜି ସିବିଆଇ ଜାରା କରିଛି । ସିବିଆଇ ଅଫିସରୁ ବାହାରି ଗଣମାଧ୍ୟମ ଆଗରେ ସବୁ ସତ ଓଗାରିଛନ୍ତି ଡ୍ରାଇଭର । ଏନେଇ ଡ୍ରାଇଭର ନୃସିଂହ କହିଛନ୍ତି, ଡ୍ରାଇଭର ସାର୍‌ଙ୍କ ବାବଦରେ ସିବିଆଇ ପଚାରିଲେ ।…

ପୁଣି ତେଜିଲା ମହାନଦୀ ରାଜନୀତି: ଆଇନ ମନ୍ତ୍ରୀ କହିଲେ ‘ସବୁ ପାଇଁ ଦାୟୀ ନବୀନ’..

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ରାଜନୀତି । ପରସ୍ପର ଉପରେ ଦୋଷ ଲଦା ଲଦି ହୋଇଛନ୍ତି ବିରୋଧୀ ଏବଂ ଶାସକ । ଓଡିଶାରେ ମହାନଦୀ ଲୀନ ହୋଇଯିବା ନେଇ ପ୍ରସନ୍ନଙ୍କ ବୟାନର କଡା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ମହାନଦୀର ଅବସ୍ଥା ପାଇଁ ନବୀନ ଦାୟୀ ବୋଲି କହିଛନ୍ତି । ତେବେ ମହାନଦୀ…

ଦୁଇ ପୁଅ ସହ ଆତ୍ମହତ୍ଯା କଲେ ମା, ବୋହୂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ଯୋଧପୁର: ଯୋଧପୁରର ଓସିଆନ ଥାନାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯେଉଁଠି ମା ଏବଂ ଦୁଇ ଭାଇ ଆତ୍ମହତ୍ଯା କରିଛନ୍ତି। ପତ୍ନୀଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତନା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ପରିବାରର ତିନିଜଣଙ୍କ ମୃତଦେହ ଉଦ୍ଧାର…

ଏହିଠାରେ ଅଛି ୧୧ ଫୁଟର ପ୍ରଭୁ ଭେଙ୍କଟଶ୍ୱରଙ୍କ ବିଗ୍ରହ

ହାଇଦ୍ରାବାଦ: ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ବିରଳା ମନ୍ଦିର । ବିରଳା ମନ୍ଦିର ଭାରତର ତେଲେଙ୍ଗାନା ରାଜ୍ୟସ୍ଥିତ …

ଭାରତର ୪ ଐତିହାସିକ ଚର୍ଚ୍ଚ: ଖ୍ରୀଷ୍ଟମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ…

ଖ୍ରୀଷ୍ଟମାସ ୨୦୨୪ ! ଖ୍ରୀଷ୍ଟମାସ ଭାରତରେ ବହୁତ ଉତ୍ସାହର ସହିତ ପାଳନ କରାଯାଏ। ଖ୍ରୀଷ୍ଟମାସ ଦୁଇଟି ଶବ୍ଦ ‘ଖ୍ରୀଷ୍ଟ’ ଏବଂ ‘ମାସ’ ଦ୍ୱାରା ଗଠିତ, ଯାହାର ଅର୍ଥ ହେଉଛି ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ମାସ। ପ୍ରତିବର୍ଷ ଖ୍ରୀଷ୍ଟମାସ ୨୫ ଡିସେମ୍ବରରେ ଭାରତ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ।…

ମା’ ହେଲେ ରାଧିକା ଆପ୍ଟେ , ସପ୍ତାହେ ପରେ ବେବି ସହ କଲେ ଫଟୋ ସେୟାର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କ ନବଜାତ ଶିଶୁ ସହିତ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ରାଧିକା ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ଲାଇମଲାଇଟ୍ ଠାରୁ ଦୂରେଇ ରଖିଛନ୍ତି, ସେଥିପାଇଁ ତାଙ୍କ ସନ୍ତାନର ଜନ୍ମ ବିଷୟରେ କେହି ଜାଣି ନଥିଲେ । ଅଭିନେତ୍ରୀ ନିଜେ ଏବେ…

ଶୀତଦିନେ ସ୍ୱାସ୍ଥ୍ୟ ପାଇଁ ରାମବାଣ ଅଟେ ଏହି ସବୁ ଡାଲି, ଶରୀରକୁ ରଖେ ଗରମ…

ଶୀତଦିନେ ଶରୀରକୁ ଶୀତରୁ ରକ୍ଷା କରିବା ପାଇଁ ଗରମ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହାସହ ଡାଲି ମଧ୍ୟ ଖାଇବା ଉଚିତ୍। ଏହି ଋତୁରେ ଶରୀର କେବଳ ବାହ୍ୟରୁ ନୁହେଁ ବରଂ ଭିତରରୁ ମଧ୍ୟ ଉତ୍ତାପ ଆବଶ୍ୟକ କରେ। ଡାଲି କେବଳ ଶୀତଦିନେ ଶରୀରକୁ ଶକ୍ତି ଯୋଗାଏ ନାହିଁ, ବରଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି…

କଥା ଦେଇ କଥା ରଖିନାହାନ୍ତି କେଜ୍ରିଓ୍ବାଲ: ନିଜେ ସ୍ବୀକାର କଲେ….

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେିଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି କେଜ୍ରିଓ୍ବାଲ । ନିଜ ମୁହଁରେ ସ୍ବୀକାର କଲେ । କହିଲେ କରୋନା ଆଉ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବାଧା ସୃଷ୍ଟି କରିଛନ୍ତି । ତେବେ ଆଜି ଜାତୀୟ ଗଣମାଧ୍ୟମକୁ ନିଜର ସ୍ବତନ୍ତ୍ର ସାକ୍ଷାତକାର ଦେଇ…

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ପରିଚୟ ଖୋଜିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

କଟକ: ନଦୀ ପଠାରୁ ମହିଳାଙ୍କ କଟା ମୃତଦେହ ଉଦ୍ଧାର ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିଲେ କଟକ ଡିସିପି । ମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ ଚିହ୍ନିବା କଷ୍ଟକର ହେବ । ତେବେ ଆଖପାଖ ଥାନାକୁ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ମଗାଯାଇଛି । ମହିଳାଙ୍କ ହାତରେ ବାବା…