Latest Odisha News

BREAKING NEWS

ସ୍ୱପ୍ନରେ ହାତୀ ଦେଖିଲେ ଶୁଭ ନା ଅଶୁଭ?

ଭୁବନେଶ୍ବର:ରାତିରେ ଶୋଇବା ସମୟରେ ଅଧିକାଂଶ ଲୋକ ସ୍ୱପ୍ନ ଦେଖନ୍ତି | କିଛି ସ୍ୱପ୍ନ ଭଲ ଏବଂ କିଛି ବହୁତ ଖରାପ ସ୍ୱପ୍ନ ଥାଏ । ସ୍ୱପ୍ନଶାସ୍ତ୍ର ଅନୁସାରେ ପ୍ରତ୍ୟେକ ସ୍ୱପ୍ନର କିଛି ଅର୍ଥ ଥାଏ | ଯଦି ତୁମେ ସ୍ୱପ୍ନରେ ହାତୀ ଦେଖୁଛ, ଏହାର ମଧ୍ୟ ଏକ ବିଶେଷ ଅର୍ଥ ଅଛି | ଆସନ୍ତୁ ଜାଣିବା ଏହି…

ସିକ୍ସ ପ୍ୟାକ୍ ଆବ୍ସ, ହଟ୍ ବେବ୍ ପଛରେ ବଲିଉଡ୍; କାହିଁକି ଏଭଳି କହିଲେ କଙ୍ଗନା ରଣାୱତ

ମୁମ୍ବାଇ: ଅଲୁ ଅର୍ଜୁନଙ୍କ 'ପୁଷ୍ପା-୨'କୁ ପସନ୍ଦ କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। ଏଥିସହ ବଲିଉଡକୁ ଟାର୍ଗେଟ୍ କରିବାକୁ ମଧ୍ଯ ପଛାଇନାହାନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଅଲ୍ଲୁଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିବା ଚରିତ୍ରଟି ବହୁତ କଷ୍ଟସାଧ୍ୟ। କିନ୍ତୁ ଯଦି ସମାନ ଭୂମିକା…

ଶ୍ରୀଲଙ୍କା ଟି୧୦ ସୁପର ଲିଗ: ଭାରତୀୟ ମାଲିକଙ୍କ ଉପରେ ମ୍ୟାଚ ଫିକ୍ସିଂ ଅଭିଯୋଗ

କଲମ୍ବୋ: କ୍ରିକେଟରେ ମ୍ୟାଚ ଫିକ୍ସିଂ ଶେଷ ହେବାର ନାମ ଧରୁନି । ଶ୍ରୀଲଙ୍କା ଟି୧୦ ସୁପର ଲିଗ କ୍ରିକେଟରେ ପୂନର୍ବାର ମ୍ୟାଚ ଫିକ୍ସିଂ ହୋଇଥିବା ଅଭିଯୋଗ ଆସିଛି । ଗଲ ମାର୍ବଲ୍ସର ମାଲିକ ପ୍ରେମ ଠାକୁରଙ୍କ ନାମରେ ଏହି ଅଭିଯୋଗ ଆସିଛି । ତାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଜଣେ ବିଦେଶୀ…

ମହାକୁମ୍ଭ ମେଳା ୨୦୨୫: ମହାକୁମ୍ଭକୁ ଗଲେ ନିଶ୍ଚିତ ଭାବରେ ଏହି ଜିନିଷ ସାଥୀରେ ଆଣନ୍ତୁ..

ନୂଆଦିଲ୍ଲୀ : ୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬ ଫେବୃଆରୀରେ ସମାପନ ହେବ । ପ୍ରୟାଗରେ ମହାକୁମ୍ଭ ସମୟରେ ସାଧୁସନ୍ଥ, ନାଗା ସାଧୁ ଓ ମହାନ ବ୍ୟକ୍ତିତ୍ୱଙ୍କ ସମାବେଶ…

କାହା ପାଇଁ ଗାବାରେ ସାରା ତେନ୍ଦୁଲକର

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଶନିବାରଠାରୁ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା । ଅଷ୍ଟ୍ରେଲିଆ ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ ନ ହରାଇ ୨୮ ରନ କରିଛି । ୱାର୍ଲ୍ଡ ଟେଷ୍ଟ…

ହସ୍ପିଟାଲରେ ୧୦ ବର୍ଷୀୟ ଶିଶୁର ଆଙ୍ଗୁଠି ଖାଇଗଲା ମୂଷା

ଜୟପୁର: ଜୟପୁରର ଏକ ସରକାରୀ ଡାକ୍ତରଖାନାରେ କର୍କଟ ରୋଗର ଚିକିତ୍ସା ପାଇଁ ଆସିଥିବା ୧୦ ବର୍ଷୀୟ ଶିଶୁର ଆଙ୍ଗୁଠିକୁ ଖାଇଗଲା ମୂଷା। ଫଳରେ ପିଲାଟିର ମୃତ୍ୟୁ ହୋଇଯାଇଛି। ଯଦିଓ ଡାକ୍ତରଖାନା କର୍ତ୍ତୁପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ମାମଲାରେ ରାଜସ୍ଥାନ ସରକାର ଏକ ତଦନ୍ତ କମିଟି…

ମେହେନ୍ଦୀ ରଙ୍ଗ ହେବ ଗାଢ, ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ବର:ପୂଜାପର୍ବାଣୀ, ବାହାଘର ହେଉ ଅବା ସ୍ବତନ୍ତ୍ର ଦିନମାନଙ୍କରେ ଝିଅ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି । ଆଜିକାଲି,ବଜାରରେ ଅନେକ ପ୍ରକାରର ମେହେନ୍ଦୀ ଉପଲବ୍ଧ ଅଛି , ଯାହା ଲଗାଇବାର କିଛି ସମୟରେ ହିଁ ମେହେନ୍ଦୀ ରଙ୍ଗ ଗାଢ ଆସିଥାଏ , କିନ୍ତୁ ପାରମ୍ପାରିକ ମେହେନ୍ଦୀରେ ଥିବା…

କେବଳ ସିଗାରେଟ୍ ନୁହେଁ ବରଂ ଏହାର ଫିଲ୍ଟର ମଧ୍ୟ ପରିବେଶ ପ୍ରଦୂଷଣର ବଡ଼ କାରଣ

ଆପଣ ଜାଣନ୍ତି କି କେବଳ ସିଗାରେଟ୍ ନୁହେଁ ବରଂ ସିଗାରେଟ୍ ପଛରେ ଥିବା ଅଂଶ ମଧ୍ୟ ପ୍ରଦୂଷଣର କାରଣ ହୋଇଥାଏ। ଏହି ପ୍ରଦୂଷଣକୁ ଶେଷ କରିବାକୁ କେତେ ବର୍ଷ ଲାଗେ? ବାସ୍ତବରେ, ଅଧ୍ୟୟନରୁ ଜଣାପଡିଛି ଯେ ସିଗାରେଟର ପଛ ଭାଗ ଯଥା ଫିଲ୍ଟର ମଧ୍ୟ ପରିବେଶକୁ କ୍ଷତି ପହଞ୍ଚାଇଥାଏ। ଏହା ବ୍ୟତୀତ,…

ମଲାଇକାଙ୍କ ଫିଟନେସ୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ, କହିଲେ ସୌନ୍ଦର୍ଯ୍ୟ ରାଣୀ…

ମୁମ୍ବାଇ: ମଲାଇକା ଆରୋରା ବି-ଟାଉନର ଜଣେ ଲୋକପ୍ରିୟ ଅଭିନେତ୍ରୀ। ତାଙ୍କ କାର୍ଯ୍ୟ ଅପେକ୍ଷା ତାଙ୍କ ଫିଟନେସ୍ ପାଇଁ ସର୍ବଦା ଖବରର ଶୀର୍ଷରେ ଥାନ୍ତି। ୫୧ ବର୍ଷ ବୟସରେ ମଧ୍ୟ ଅଭିନେତ୍ରୀ ଚମତ୍କାର ଫିଟ୍ ଦେଖାଯାଉଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଉପରେ ବହୁତ ଫିଦା ଅଛନ୍ତି। ବର୍ତ୍ତମାନ…

ୱାର୍ଲ୍ଡ ରେକର୍ଡ କରିବାକୁ ହେଲେ ଗିନିଜ୍ ବୁକ୍‌ର କର୍ତ୍ତୃପକ୍ଷଙ୍କୁ ଡାକିବେ କିପରି?

ଗିନିଜ ବୁକ୍ ୱାର୍ଲ୍ଡ ରେକର୍ଡ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ? ଯଦି ଆପଣ ଆପଣଙ୍କ ନାମ ଗିନିଜ ବୁକ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କ’ଣ କରିବାକୁ ହେବ? ବାସ୍ତବରେ, ଗିନିଜ୍ ବୁକ୍ ୱାର୍ଲ୍ଡ ରେକର୍ଡରେ ଆପଣଙ୍କ ନାମ ପଞ୍ଜିକୃତ ହେବା ପାଇଁ ଆପଣଙ୍କୁ…