ହିଜବୁଲ୍ଲା ଟାର୍ଗେଟରେ ଇସ୍ରାଏଲ: ନଇମ କାସିମ ହେଲେ ନୂଆ କମାଣ୍ଡର
ବେରୁତ : ଇସ୍ରାଏଲକୁ ଜୋରଦାର ଟାର୍ଗେଟ କରିବ ହିଜବୁଲ୍ଲା। ଚିଫ ନସରଲ୍ଲାଙ୍କ ହତ୍ୟାର ନେବ ପ୍ରତିଶୋଧ। ମୁଖିଆ ନସରଲ୍ଲାଙ୍କ ମୃତ୍ୟୁ ପରେ ଏବେ ନୂଆ କମାଣ୍ଡର ହୋଇଛନ୍ତି ନଇମ କାସିମ। ସେପ୍ଟେମ୍ୱର ୨୭ ତାରିଖରେ ନସରୁଲ୍ଲାଙ୍କୁ ବେରୁତରେ ଇସ୍ରାଏଲ ମାରିଥିଲା।
ନଇମ କାସିମଙ୍କୁ ଶୁରା କାଉନ୍ସିଲ…