ବିଏମଡବ୍ଲ୍ୟୁରେ ଆସି ଦୋକାନ ସାମ୍ନାରୁ ନେଇଗଲେ ଫୁଲ କୁଣ୍ଡ, ଲୋକେ କହିଲେ…
ନୂଆଦିଲ୍ଲୀ: ବିଏମଡବ୍ଲ୍ୟୁରେ ଆସି ଦୋକାନ ସାମ୍ନାରୁ ନେଇଗଲେ ଫୁଲ କୁଣ୍ଡ। ସୋସିଆଲ ମିଡିଆରେ ଏଭଳି ଏକ ଚୋରି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଏମଡବ୍ଲୁ ଚଲାଉଥିବା ଜଣେ ମହିଳା ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ ଦୋକାନ ବାହାରେ ରଖାଯାଇଥିବା ଫୁଲ କୁଣ୍ଡକୁ ଚୋରି କରୁଥିବାର…