Latest Odisha News

BREAKING NEWS

ମ୍ୟାକଡୋନାଲ୍ଡ ବର୍ଗର ଖାଇ ଚାଲିଗଲା ଜଣଙ୍କ ଜୀବନ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ନୂଆଦିଲ୍ଲୀ: ମ୍ୟାକଡୋନାଲ୍ଡ ବର୍ଗର ଖାଇ ଚାଲିଗଲା ଜଣଙ୍କ ଜୀବନ। ୧୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ଆମେରିକାରେ ଘଟିଛି ଏଭଳି କିଛି ଘଟଣା। ଆମେରିକାରେ ପ୍ରସିଦ୍ଧ ଫୁଡ୍‌ ଚେନ୍‌ ମ୍ୟାକଡୋନାଲ୍ଡ ବର୍ଗର ଖାଇବା ପରେ ଅସୁସ୍ଥ ହେବା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବର୍ଗର ଖାଇବା ପରେ…

ରାହୁଲଙ୍କୁ ସମର୍ଥନ ଦେଲେ କୋଚ ଗୌତମ ଗମ୍ଭୀର

ପୁଣେ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖରାପ ଫର୍ମରେ ଥିବା କେଏଲ ରାହୁଲଙ୍କୁ ସମର୍ଥନ ଦେଇଛନ୍ତି । ସୋସିଆଲ ମିଡିଆରେ ଆଲୋଚନା କରିବା ଅପେକ୍ଷା ଟିମ ମ୍ୟାନେଜମେଂଟର ନିଷ୍ପତି ଗୁରୁତ୍ୱ ବହନ କରିଥାଏ । ବେଙ୍ଗାଲୁରରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ…

ବଡ ଖବର: ସ୍ପଷ୍ଟ ହେଲା ଚିତ୍ର, ଏଠାରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଦାନା’

ଭୁବନେଶ୍ୱର: ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ସ୍ପଷ୍ଟ ହେଲା ଚିତ୍ର l ସାମନାକୁ ଆସିଲା ସାମୁଦ୍ରିକ ଝଡ 'ଦାନା'ର ଲ୍ୟାଣ୍ଡଫଲ୍ ସ୍ଥାନ l ଓଡ଼ିଶା ଉପକୂଳକୁ ହିଟ୍ କରିବ ବାତ୍ୟା 'ଦାନା'। ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ 'ଦାନା'। ଏନେଇ ସୂଚନା ଦେଇଛନ୍ତି ପାଣିପାଗ…

ୱାୟନାଡରୁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି, ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ

ୱାୟନାଡ: ୱାୟନାଡ ଲୋକସଭା ସିଟ୍‌ ପାଇଁ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଆଜି ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି। ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଏଥି ନିମନ୍ତେ ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରିୟଙ୍କା…

ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ, ୫ ବର୍ଷ ପରେ ମୋଦି-ଜିନ୍‌ପିଙ୍ଗ ଭେଟ

ମସ୍କୋ: ରୁଷ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଷୋଡ଼ଶ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ରୁଷର କଜାନ ସହରରେ ଅଛନ୍ତି। ୟୁକ୍ରେନ-ରୁଷ୍‌ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୩୧ ନା ୧, କେବେ ପଡୁଛି ଦୀପାବଳି? ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଦୀପାବଳି ପର୍ବ ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ତାରିଖରେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହି ବର୍ଷ ଦୀପାବଳି ୩୧ ଅକ୍ଟୋବର ୨୦୨୪ ଗୁରୁବାର ଦିନ…

ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ସାମୁଦ୍ରିକ ଝଡ ଦାନା

ଭୁବନେଶ୍ୱର: ସମୁଦ୍ର ଭିତରେ ବଳ ଗୋଟାଇ ପ୍ରବଳ ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଦାନା’ l ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା l ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି l ବର୍ତ୍ତମାନ ପାରାଦୀପଠୁ…

ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା: ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା। ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର।…

ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ଠାରୁ ବଢିବ ବର୍ଷାର ପରିମାଣ। ବାତ୍ୟା ପ୍ରଭାବରେ ଆସନ୍ତାକାଲି ୭ ଜିଲ୍ଲାରେ ପ୍ରବଳ ବର୍ଷିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଉଛି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର। ସେହିପରି…

ୱକଫ୍ ବିଲ୍‌କୁ ନେଇ ଅଧ୍ୟକ୍ଷଙ୍କୁ ଭଙ୍ଗା କାଚ ବୋତଲ ପିଙ୍ଗିବା ଘଟଣା: ଟିଏମସି ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ୱବକଫ୍‌ (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିଥିବା ବେଳେ ହୋଇଥିଲା ହଙ୍ଗାମା। ମୁହାଁମୁହିଁ ହୋଇଥିଲେ ବିଜେପି ଓ ଟିଏମ୍‌ସି। ଏହି ବୈଠକରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ରାଗିଯାଇ ଏକ କାଚ ବୋତଲ ଭାଙ୍ଗି ଅଧ୍ୟକ୍ଷଙ୍କ ଉପରକୁ ଫିଙ୍ଗିବା…