Latest Odisha News

BREAKING NEWS

ଆସୁଛନ୍ତି ମୋଦୀ, ରାତିସାରା ରାଜଧାନୀରେ କଡା ଚେକିଂ

ଭୁବନେଶ୍ଵର: ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଭୁବନେଶ୍ବର ଗସ୍ତରେ ଆସିବେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ ଏହି ଡିଜିପି ସମ୍ମିଳନୀ । ଆସନ୍ତା ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବ ଏହି ସମ୍ମିଳନୀ…

ମାଣବସା ଗୁରୁବାର: ଜାଣନ୍ତୁ ଦେବୀଲକ୍ଷ୍ମୀଙ୍କର ଅନ୍ୟ ନାମ…

ଭୁବନେଶ୍ଵର: ଆମ ଓଡ଼ିଆଙ୍କ ପରମ୍ପରା ବିଷୟରେ କାହାକୁ ବା ଜଣା ନାହିଁ। ଏଠାରେ ପ୍ରତିଟି ପର୍ବ ପର୍ବାଣୀ କୁ ଖୁବ ଖୁସିର ସହ ଲୋକ ପାଳନ କରିଥାନ୍ତି। ପ୍ରତିଟି ମାସରେ ଏଠାରେ କିଛି ନା କିଛି ପୂଜା ପାଳନ କରାଯାଏ। ସେଥିମଧ୍ୟରୁ ମାଣବାସା ଏକ । ମାଣବସା ଗୁରୁବାର ଓଷା ମାଣ ଓଷା ନାମରେ ମଧ୍ୟ…

ଶପଥ ନେବେ ହେମନ୍ତ ସୋରେନ, ହେବେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ

ରାଞ୍ଚି: ପୁଣି ଥରେ ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଛି ଜେଏମଏମ । ଜେଲ ଯିବା ପରେ ମଧ୍ୟ ହେମନ୍ତ ସୋରେନଙ୍କ ଲୋକପ୍ରିୟତା କମିନି । ଏଥର ମଧ୍ୟ ଝାଡ଼ଖଣ୍ଡରେ ସରକାର ହେବାକୁ ଯାଉଛନ୍ତି ହେମନ୍ତ ସୋରେନ । ଆଜି ଲଗାତର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ । ଗତ ୨୪…

ରାଜ୍ୟର ସମସ୍ତ ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଶୈକ୍ଷିକ ଢାଞ୍ଚାରେ ହେବ ପରିବର୍ତ୍ତନ

ଭୁବନେଶ୍ବର: ରାଜ୍ୟର ସମସ୍ତ ବିଦ୍ୟାଳୟଗୁଡିକରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର।  ଏହା ଦ୍ବାରା ପାଠପଢା ଢାଞ୍ଚାରେ ପରିବର୍ତ୍ତନ ହେବ ଓ ପିଲା ୩ ବର୍ଷରୁ ସ୍କୁଲ ଆସିପାରିବେ। ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ପରେ…

୩ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ, ରିପୋର୍ଟ କାର୍ଡ ଦେବେ ମୋହନ ସରକାର

ଭୁବନେଶ୍ୱର: ୨୯ ତାରିଖ ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହିତ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଦଳୀୟ…

ପଥର ଖାଦାନରେ ଚାପି ହୋଇ ଶ୍ରମିକ ମୃତ

ଟିଟିଲାଗଡ଼:  ପଥର ଖଦାନରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗ୍ରାନାଇଟ ପଥର ଖାଦାନରେ କାମ କରୁଥିବା ସମୟରେ ତଳକୁ ଖସି ପଡି ଶ୍ରମିକଙ୍କ ଜୀବନ ଯାଇଛି। ବଲାଙ୍ଗୀର ଜିଲ୍ଲା ସିନ୍ଧେକେଳା ଥାନା ଅନ୍ତର୍ଗତ ସମିଆପଡ଼ାରେ ଥିବା ଖାଦାନାରେ ଏହି ଘଟଣା ଘଟିଛି। ମୃତ ଶ୍ରମିକ ହେଉଛନ୍ତି  ଚିତ୍ରସେନ…

ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା

ଭୁବନେଶ୍ବର: ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା। ସେମାନଙ୍କ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା…

ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ: କାର୍ଯ୍ୟକ୍ରମ ସ୍ଥାନ ହେବ ‘ନୋ ଫ୍ଲାଇଙ୍ଗ୍‌ ଜୋନ୍‌’

ଭୁବନେଶ୍ଵର:୫୯ତମ ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ତିନି ଦିନିଆ ଗସ୍ତରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା…

ଲଳିତ ମୋଦିଙ୍କ ଚାଂଚଲ୍ୟକର ବୟାନ: ଆଇପିଏଲରେ ଅମ୍ପାୟର ଫିକ୍ସ ହେଉଥିଲେ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ପ୍ରତିଷ୍ଠାତା ଲଳିତ ମୋଦି ଏକ ପୋଡକାଷ୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଅମ୍ପାୟର ମ୍ୟାଚ ଫିକ୍ସ କରୁଥିଲେ । ଚେନ୍ନାଇ ସୁପର କିଙ୍ଗସର ମାଲିକ ଏନ.ଶ୍ରୀନିବାସନ ମ୍ୟାଚ ବେଳେ ଚେନ୍ନାଇର ଅମ୍ପାୟରଙ୍କୁ ନିୟୋଜିତ କରୁଥିଲେ ।…

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶା ମଣ୍ଡପକୁ ରୌପ୍ୟ ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ପ୍ରଗତି ମଇଦାନର ଭାରତ ମଣ୍ଡପମରେ ବୁଧବାର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଛି। ମେଳାରେ ଭାରତର ବିଭିନ୍ନ ରାଜ୍ୟର କଳା ସଂସ୍କୃତି ଏବଂ ବାଣିଜ୍ୟକୁ ପ୍ରଦର୍ଶିତ କରାଯାଇଥିବାବେଳେ, ଏଥିରେ ସ୍ଥାନ ପାଇଛି ଓଡ଼ିଶା ପାଭିଲିୟନ। ଆଉ…