ପାକିସ୍ତାନ-ଚୀନ୍ -ଇରାନର ମିସାଇଲ ଡ୍ରୋନ୍ କାର୍ଯ୍ୟକ୍ରମ ଉପରେ ଆମେରିକାର କଟକଣା
ୱାଶିଂଟନ: ପାକିସ୍ତାନ, ଇରାନ ଏବଂ ଚୀନ୍ର ମିସାଇଲ - ଡ୍ରୋନ୍ କାର୍ଯ୍ୟକ୍ରମକୁ ଝଟକା ଦେଇଛି ଆମେରିକା। ୨୬ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛି ଶକୃଶାଳୀ ରାଷ୍ଟ୍ର ଆମେରିକା।ଏସବୁ କମ୍ପାନି ପାକିସ୍ତାନ ଏବଂ ଇରାନର ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା…