ପଛଘୁଞ୍ଚା ଦେଲେ ସିନ୍ଦେ, ଏଥର ଫଡନାଭିସ୍ ଶାସନ ଥୟ!
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବ, ସେନେଇ ଚାଲିଛି ଅଙ୍କକଷା । ପୁଣି ସିନ୍ଦେ ସରକାର ନା ଏଥର ଫଡନେଭିସଙ୍କ କାନ୍ଧକୁ ଯିବ ମହାରାଷ୍ଟ୍ର ଶାସନ ଭାର? ଏନେଇ ଚର୍ଚ୍ଚା ଲାଗିରହିଥିବା ବେଳେ କିଛି ବଡ ଇସାରା ଦେଇଛନ୍ତି ଶିବସେନା ନେତା…