Latest Odisha News

BREAKING NEWS

ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟରେ ଚମକିଲେ ଓଡିଶାର ଆରାଧନା ଦାସ

ଦୁବାଇ: ଦୁବାଇରେ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ବିୟୁଟି ପିଜାଣ୍ଟର ଦ୍ୱିତୀୟ ସିଜିନ୍ ଫାଇନାଲରେ ୨ୟ ରନର୍ ଅପ୍ ମୁକୁଟ ପିନ୍ଧିଛନ୍ତି ଓଡିଶାର ଆରାଧନା ଦାସ। ମିଡିଲ୍ ଇଷ୍ଟରେ ଭାରତୀୟ ବିବାହିତ ମହିଳାମାନଙ୍କ ପାଇଁ ପ୍ରଥମଥର ପାଇଁ ଏହି ବିୟୁଟି ପିଜାଣ୍ଟ ୨୦୨୩ ମସିହାରେ ଆରମ୍ଭ ହୋଇଥିଲା।…

ଆସୁଛି ‘ଦାନା’, କଳାବଜାରୀଙ୍କୁ ସାବଧାନ୍!

ଭୁବନେଶ୍ବର: ଆସୁଛି ବାତ୍ୟା । ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ବାତ୍ୟା ‘ଦାନା’ । ତେବେ ବାତ୍ୟା ନେଇ ଆଇଏମଡିର ଆକଳନ ପରେ ଏବେ ଲୋକଙ୍କ ମନରେ ଛନକା ପଶିଥିବା ବେଳେ ଏହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନଜ ଆବଶ୍ୟକୀୟ ସାମଗ୍ରୀକୁ ଚଢା…

ବିଲବୋର୍ଡ କାନାଡାର କଭର ପେଜରେ ଦିଲଜିତ୍, ପ୍ରଥମ ଭାରତୀୟ ଭାବେ ରେକର୍ଡ

ମୁମ୍ବାଇ: ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଜ ବିଲବୋର୍ଡ କାନାଡାର କଭରରେ ସ୍ଥାନ ପାଇଛନ୍ତି। ସେ ପ୍ରଥମ ଭାରତୀୟ କଳାକାର ଭାବେ ଇତିହାସ ସୃଷ୍ଟି କରିଛନ୍ତି। ପତ୍ରିକାର ପ୍ରଥମ ମୁଦ୍ରଣ ସଂସ୍କରଣରେ ଦିଲଜିତଙ୍କ ଦିଲ୍-ଲୁମିନିଟି ଭ୍ରମଣରୁ ସ୍ୱତନ୍ତ୍ର ବିଷୟବସ୍ତୁ ପ୍ରଦର୍ଶିତ ହେବ।…

ମହାରାଷ୍ଟ୍ର ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି। ରାଜ୍ୟରେ ୩ ଦଳ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହେବା ପରେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୯୯ ଜଣଙ୍କୁ ଦଳ ପକ୍ଷରୁ…

ଗୋପ ବ୍ଲକ ଡିହସାହିରେ ଅଘଟଣ: ବଜ୍ରପାତରେ ୨ ମୃତ

ଗୋପ: ସାରା ରାଜ୍ୟକୁ ଘଡ଼ିଛି ବାତ୍ୟା ଭୟ। ଏହାରି ଭିତରେ ଗୋପ ବ୍ଲକ ଡ଼ିହସାହି ଗାଁରେ ଘଟିଛି ବଡ ଅଘଟଣ। ବଜ୍ରପାତରେ ଯାଇଛି ଦୁଇ ମହିଳାଙ୍କ ଜୀବନ। ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗାଁରେ ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳାଙ୍କ ନାମ  ରୀନା ଭୋଇ(୪୫) ଓ ସରସ୍ବତୀ ସ୍ବାଇଁ…

ଇତିହାସରେ ପ୍ରଥମ: ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ‘ପୁଷ୍ପା-୨’

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ ଫିଲ୍ନକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି କ୍ରେଜ୍ । ଡିସେମ୍ବର ୬ରେ ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଏହା ପୂର୍ବରୁ ଫିଲ୍ମଟି ରୋଜଗାର କରିଛି ୯୦୦ । ନଭେମ୍ବର ପ୍ରଥମ ସପ୍ତାହରେ ଫିଲ୍ମର କାମ ଶେଷ ହେବା ପରେ ଆରମ୍ଭ ହେବ…

ତିତଲି ପରେ ଆସୁଛି ‘ଦାନା’, ଥରହର ହେବ କି ଓଡିଶା?

ଭୁବନେଶ୍ବର: ଅକ୍ଟୋବର ଆସିଲେ ଛାତି ଥରେ । ୧୯୯୯ ପରେ ଗତ କିଛି ବର୍ଷ ଯେମିତି ଅକ୍ଟୋବର ବାତ୍ୟା ଆଉ ଓଡିଶା ପରସ୍ପର ସହ ଜଡିତ ଥିଲେ । ସେ କରାଳ ରୂପ ନେଇ ଅକ୍ଟୋବର ଆସିଲେ ପୁଣି ଓଡିଶା ଫେରିଆସେ ବାତ୍ୟା । ହେଲେ ୨୦୧୮ ତିତଲି ବାତ୍ୟା ପରଠାରୁ ଯେମିତି ଥମିଯାଇଥିଲା ଏହି ଟ୍ରେଣ୍ଡ ।…

ବିମାନକୁ ବୋମା ଧମକ; କଡା ପଦକ୍ଷେପ ନେଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବିମାନଗୁଡି଼କୁ ବାରମ୍ବାର ମିଳୁଥିବା ବୋମା ଧମକକୁ ଗୁରୁତର ସହ ନେଇଛି ଗୃହ ମନ୍ତ୍ରାଳୟ । ଏହି ଘଟଣା ପରେ ଡ଼ିଜିସିଏ ମୁଖ୍ୟ ବିକ୍ରମ ଦେବଦତ୍ତଙ୍କୁ ବଦଳି କରାଯାଇଛି। ତାଙ୍କୁ ଏବେ କୋଇଲା ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି । ସୂଚନା ଅନୁସାରେ, ଶନିବାର ଦେଶରେ…

ନିଜ ଦେହରେ ନିଆଁ ଲଗାଇଲେ ମହିଳା, ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ

ବାଲେଶ୍ୱର: ବାଲେଶ୍ୱରର ସୋରୋ ବ୍ଲକ ଅନ୍ତର୍ଗତ ଆଡିଆ ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଭାନୁମତି ମହାରାଣା ବୋଲି ଜଣାପଡିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଶଶିକାନ୍ତ ମହାରାଣା ମଧ୍ୟ ଗୁରୁତର ଆହତ…

“ନୋ କ୍ଲିନ୍ ସେଭ୍, ନୋ ଲଭ୍” ନାରାରେ ରାସ୍ତାକୁ ଓହ୍ଲାଇଲେ ମହିଳା, ସମସ୍ତେ ତାଜୁବ୍…

ଭୋପାଳ: ବର୍ତ୍ତମାନ ଦୁନିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଲୋକ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଉଛନ୍ତି । କିଏ ନ୍ୟାୟ ଦାବିରେ ତ ଆଉ କିଏ ସମାଜରେ କିଛି ଧାରାରେ ପରିବର୍ତ୍ତନ ଆଣିବାରେ । କିନ୍ତୁ ଏବେ ଏମିତି ଏକ ପ୍ରତିବାଦ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ତାଜୁବ୍ କରିଛି ।…