ରଣଜୀ ଟ୍ରଫି: ଗୋବିନ୍ଦଙ୍କ ଶତକ, ଓଡିଶାକୁ ପ୍ରଥମ ଇନିଂସ ଅଗ୍ରଣୀ
କଟକ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାରେ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଶତକ ବଳରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ଓଡିଶା ପ୍ରଥମ ଇନିଂସରେ ୨ରନର ଅଗ୍ରଣୀ ହାସଲ କରିଛି । ଜମ୍ମୁ ଏବଂ କଶ୍ମୀର ପ୍ରଥମେ ବ୍ୟାଟିଂ କରି ଅବଦୁଲ ସମଦଙ୍କ ୧୨୭ ରନ ସହାୟତାରେ ୨୭୦ ରନ ସଂଗ୍ରହ କରିଥିଲେ ।…