ମଝି ରାସ୍ତାରେ ଓଲଟିଲା ପିକ୍ଅପ୍, ବୋହି ନେଲେ କୁକୁଡ଼ା
କେନ୍ଦୁଝର: ମଝି ରାସ୍ତାରେ ଓଲଟିଲା କୁକୁଡ଼ା ବୋଝେଇ ପିକ୍ଅପ୍। ଏନ୍ଏଚ୍ ୪୯ ଚିଲ୍ଦା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍। ଦୁର୍ଘଟଣା ପରେ କୁକୁଡ଼ା ବୋହି ନେଲେ ଲୋକେ।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଆଜି ଭୋରରୁ…