ଭୁଲ ଭୁଲୈୟା ୪ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଅନୀସ-କାର୍ତିକ ଯୋଡି
ମୁମ୍ବାଇ: ଭୁଲ ଭୁଲୈୟା ୨ର ସଫଳତା ପରେ ନିର୍ଦ୍ଦେଶକ ଅନୀସ ବଜମୀ ଓ ଅଭିନେତା କାର୍ତିକ ଆର୍ଯ୍ୟନ ପୂନର୍ବାର ଏକତ୍ର ହୋଇଛନ୍ତି । ରିପୋର୍ଟ ମୁତାବକ ଭୁଲ ଭଲୈୟା ୩ର ସଫଳତା ନେଇ ଉଭୟ ନିଶ୍ଚିତ ଥିବାରୁ ଏହାର ପରବର୍ତୀ ସଂସ୍କରଣ ପାଇଁ ସେମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଭୁଲ ଭୁଲୈୟା…