ଗୋଷ୍ଠୀଗତ ହିଂସାରେ ଜଳୁଛି ଖୈବର ପଖତୁନଖୱା, ୨୪ ଘଣ୍ଟାରେ ଗଲାଣି ୧୮ରୁ ଅଧିକ ଜୀବନ
ପେଶାଓ୍ବର: ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳ ପୂର୍ବ ଅପେକ୍ଷା ଅଧିକ ଅଶାନ୍ତ ହୋଇପଡିଛି । ଗୋଷ୍ଠୀଗତ ହିଂସା ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି ।
ଏହି ସୂଚନା ଦେଇ ପାକିସ୍ତାନ ପୋଲିସ କହିଛି…