ଘରୋଇ ସହାୟିକା ରଖୁଥିଲେ ରୁହନ୍ତୁ ସାବଧାନ, ଆପଣଙ୍କ ସହ ମଧ୍ଯ ହୋଇପାରେ ଏଭଳି…
ଗାଜିଆବାଦ: ଉତ୍ତରପ୍ରଦେଶର ଯୋଗୀ ସରକାର ଖାଦ୍ୟ ସାମଗ୍ରୀରେ ଛେପ ପକାଇବା ତଥା ଅପମିଶ୍ରଣ ଭଳି ଘଟଣାକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଯାଉଛନ୍ତି। ଏହି ସମୟରେ ଗାଜିଆବାଦ-ଏନସିଆରରୁ ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି।
ଜଣେ ମହିଳା ତାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା…