ସରପଞ୍ଚଙ୍କ ଘର ଉପରକୁ ୨ଟି ବୋମା ପକାଇଲେ ଦୁର୍ବୁତ୍ତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁର ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ । କିଛି ଦୁର୍ବୃତ୍ତ ଏହି ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସରପଞ୍ଚଙ୍କକ ପରିବାର ।
ଖବର ମୁତାବକ, ମଙ୍ଗଳବାର…