ଏକଜିଟ୍ ପୋଲରେ ଜିତୁଛି କିଏ ?
ନୂଆଦିଲ୍ଲୀ: ସରିଲା ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ। ମହାରାଷ୍ଟ୍ରରେ କାହାର ସରକାର? ମହାୟୁତି ନା ମହାବିକାଶ ଅଘାଡି, କିଏ ଜିତିବ ବାଜି ? କାହାକୁ ବାଛିବେ ଝାଡଖଣ୍ଡ ଜନତା ? ପୁଣି ହେମନ୍ତଙ୍କୁ ଭରସା ନା ଗାଦି କବଜା କରିବ ବିଜେପି ? ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ବା…