Latest Odisha News

BREAKING NEWS

କୋଲକାତା ଅଭୟା କାଣ୍ଡ: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସିବିଆଇ

କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଆଜି ମାସେ ପୂରିଛି । କିନ୍ତୁ ଆଜି ମଧ୍ୟ ରାସ୍ତାରେ ପ୍ରତିବାଦର ବହ୍ନି ଜଳୁଛି l ନ୍ୟାୟ ଅପେକ୍ଷାରେ ଅଛନ୍ତି ପୀଡ଼ିତାଙ୍କ ପରିବାର l ସେପଟେ ଉକ୍ତ ଘଟଣାର ଷ୍ଟାଟସ୍‌ ରିପୋର୍ଟ ଆଜି…

୨୦୨୫ ଯୁକ୍ତ ୨ ପରୀକ୍ଷା ପ୍ରସ୍ତୁତି: ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ସୁଦ୍ଧା ସବୁ ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ। ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା ରିପୋର୍ଟ ବି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି…

ଦୁର୍ଘଟଣା ଘଟାଇବା ପାଇଁ ଟ୍ରାକରେ ରଖୁଛନ୍ତି ସିଲିଣ୍ଡର! ଅଳ୍ପକେ ବର୍ତ୍ତିଲା ଟ୍ରେନ

କାନପୁର: ପୁଣି ଥରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ଦୁବୁର୍ତ୍ତ। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅନୱାର-କସଗଞ୍ଜ ମାର୍ଗରେ ଏହି ଘଟଣା ଘଟିଛି। ରେଲୱେ ଟ୍ରାକରେ ରଖାଯାଇଥିବା ଏକ ସିଲିଣ୍ଡର ସହିତ କାଲିନ୍ଦି ଏକ୍ସପ୍ରେସ ଧକ୍କା ଦେଇଥିଲା।…

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ: ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ l ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର l କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ମୃତ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ l ସେ ପଶ୍ଚିମବଙ୍ଗ ବାସିନ୍ଧା ହୋଇଥିବା ସୂଚନା ମିଳିଛି l…

ଜନ୍ମ ଦିନରେ ଫ୍ୟାନ୍ସ ଙ୍କୁ ଖୁସି ଖବର ଦେଲେ ଅକ୍ଷୟ

ମୁମ୍ବାଇ: ଆଜି ବଲିଉଡର ଖିଲାଡୀ କୁମାର ତଥା ଅକ୍ଷୟ କୁମାରଙ୍କ ଜନ୍ମବର୍ଷିକୀ l ଜନ୍ମଦିନ ଅବସରରେ ଅକ୍ଷୟଙ୍କ ପାଖକୁ ତାଙ୍କ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟିଛି l ଆଉ ଏହି ଜନ୍ମଦିନ ଅବସରରେ ଫ୍ୟାନ୍ସମାନଙ୍କୁ ମଧ୍ୟ ଏକ ଉପହାର ଭେଟି ଦେଇଛନ୍ତି ଖିଲାଡୀ ବୟ ଅକ୍ଷୟ l ନିଜର ଆଗାମୀ ଚଳଚିତ୍ରର…

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇ ମୃତ

ଭଦ୍ରକ: ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଦୁର୍ଘଟଣା। ବିଳମ୍ବିତ ରାତିରେ ବାଇକକୁ ଧକ୍କା ଦେଲା ଟ୍ରକ। ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ମୃତ। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ରହିଛି। ମୃତକ ମଧ୍ୟରେ ଭଦ୍ରକ ପଥରଆଡ଼ି ଓ ବରିକପୂର ଅଞ୍ଚଳର…

ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀଙ୍କ ଦେହାନ୍ତ

ମୁମ୍ବାଇ: ୪୮ ବର୍ଷରେ ଆଖି ବୁଜିଲେ ଲୋକପ୍ରିୟ ଟିଭି ଅଭିନେତା ବିକାଶ ସେଠୀ। ଶନିବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ‘କସୌଟି ଜିନ୍ଦଗୀ କି’ ଏବଂ ‘କ୍ୟୁଙ୍କି ଶାଶ୍‌ ଭି କଭି ବହୂ ଥି’ଆଦି ଲୋକପ୍ରିୟ ଟିଭି ସିରିଏଲ୍‌ରେ ସେ ଅଭିନୟ କରିଛନ୍ତି। ନିଦରେ ଶୋଇଥିବା ବେଳେ ତାଙ୍କର…

ମଣିଷ ଠାରୁ ବି ଅଧିକ ଦୂର ପର୍ଯ୍ୟନ୍ତ ଦେଖି ପାରନ୍ତି ଏହି ପକ୍ଷୀ …

ନୂଆଦିଲ୍ଲୀ: ପୃଥିବୀରେ ଅଗଣିତ ଜୀବ ଅଛନ୍ତି l ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ପଶୁପକ୍ଷୀ ଏବଂ ସେମାନଙ୍କର ପ୍ରଜାତି ଆଦି ଆବିଷ୍କାର କରିଛନ୍ତି। ସେହିପରି ଅନେକ ପଶୁପକ୍ଷୀଙ୍କ ବିଷୟରେ ଏବେବି ବୈଜ୍ଞାନିକ ମାନେ ମଧ୍ୟ ଅଜଣା l କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ପକ୍ଷୀ ଅଛି ଯାହା…

ଏହି ଦେଶର ଲୋକେ ଘରେ ଘରେ ପାଳନ୍ତି ସିଂହ ଏବଂ ଚିତା ବାଘ ପରି ହିଂସ୍ର ଜନ୍ତୁ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳନ୍ତି । ଏହି ପଶୁମାନଙ୍କ ମଧ୍ୟରେ ସିଂହ ଏବଂ ଚିତା ପରି ପଶୁମାନଙ୍କୁ ସବୁଠାରୁ ବିପଜ୍ଜନକ ପ୍ରାଣୀ ଭାବରେ ବିବେଚନା କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଅନେକ ଦେଶ ଅଛନ୍ତି ଯେଉଁଠାରେ ଲୋକମାନେ ନିଜ ଘରେ…

ଭାରତରେ ପ୍ରବେଶ କଲା କି ମଙ୍କିପକ୍ସ ? ସଙ୍ଗରୋଧରେ ସନ୍ଦିଗ୍ଧ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଏଣ୍ଟ୍ରି ମାରିଲା ମଙ୍କିପକ୍ସ ! ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ଚିହ୍ନଟ। ଆକ୍ରାନ୍ତଙ୍କ ପରିଚୟ ଗୋପନ ରଖାଯାଇଛି। ସଙ୍ଗରୋଧରେ ଚିକିତ୍ସା ଜାରି ରହିଛି। ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ ଯେ ଏହା ପଜିଟିଭ୍ ନା…