‘ତାରକ୍ ମେହତା କା ଉଲଟା ଚଷମା’ରେ ଆଉ ନଜର ଆସିବେନି ଜେଠାଲାଲ୍!
ମୁମ୍ବାଇ: ବହୁ ଲୋକପ୍ରିୟ ଟିଭି ଶୋ’ ‘ତାରକ ମେହତା କା ଉଲଟା ଚଷମା’ରେ ଜେଠାଲାଲ ଚରିତ୍ରରେ ନଜର ଆସୁଥିବା ଦିଲ୍ଲୀପ ଯୋଶୀ ଏବେ ଶୋ’ ଛାଡିପାରନ୍ତି । ଆଉ ଜେଠାଲାଲ୍ ଭୂମିକା ନିଭାଇବେ ନାହିଁ ବୋଲି କାଳେ ସିଧା ସିଧା କହିଦେଇଛନ୍ତି ଦିଲ୍ଲୀପ ।
ତେବେ ପ୍ରକୃତରେ ଏହି ଶୋ’ ଯେ କେବଳ…