ଦିଲ୍ଲୀ ପରେ ଗୁଜୁରାଟ ଆଙ୍କଲେଶ୍ୱରରେ ୫ ହଜାର କୋଟିର ଡ୍ରଗ୍ସ ଜବତ
ଗାନ୍ଧୀନଗର: ସାରା ଦେଶରେ ମାଡୁଛି ଧଳା ଜହରର ଚେର। ବାରମ୍ବାର ଚଢାଉ ହେଲେ ମଧ୍ୟ ଥମୁନି ଏହି ରାକେଟ । କିଛି ଦିନ ପୂର୍ବରୁ ଦିଲ୍ଲୀରେ ୫ ହଜାର କୋଟିର ଡ୍ରଗ୍ସ ଜବତ ହୋଇଥିବା ବେଳେ ଆଜି ଗୁଜରାଟର ଆଙ୍କଲେଶ୍ୱର ସହରରେ ଜବତ ହୋଇଛି ୫ ହଜାର କୋଟିର କୋକେନ। ଦିଲ୍ଲୀ ଓ ଗୁଜରାଟ ପୁଲିସର ମିଳିତ…