ବାବା ସିଦ୍ଦିକିଙ୍କୁ ମହଙ୍ଗା ପଡିଲା ସଲମାନଙ୍କ ନିକଟତର ହେବା, ପୂର୍ବରୁ ମିଳିଥିଲା ହତ୍ୟା ଧମକ
ମୁମ୍ବାଇ: ଫେଲ୍ ମାରିଲା Y+ ସୁରକ୍ଷା। କଡ଼ା ସୁରକ୍ଷା ସତ୍ତ୍ୱେ ବି ବିଚ୍ ରାସ୍ତାରେ ବାବା ସିଦ୍ଧିକ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଛି। ବାବା ସିଦ୍ଦିକିଙ୍କୁ ତିନି ଜଣ ଗୁଳି କରି ହତ୍ୟା କରିଛନ୍ତି। ଦଶହରା ଦିନ ରାସ୍ତା ମଝିରେ ଘଟିଥିବା ଏହି ହତ୍ୟାକାଣ୍ଡ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ…