Latest Odisha News

BREAKING NEWS

ଟେନିସକୁ ଅଲବିଦା କଲେ ରାଫେଲ୍ ନାଡାଲ୍

ନୂଆଦିଲ୍ଲୀ: ସ୍ପେନର ତାରକା ଖେଳାଳି ରାଫେଲ ନାଡାଲ ଟେନିସରୁ ଅବସର ଘୋଷଣା କରିଛନ୍ତି। ୨୨ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ରାଫେଲ ନାଡାଲ କହିଛନ୍ତି ଯେ ସେ ଆସନ୍ତା ମାସରେ ମାଲାଗାରେ ହେବାକୁ ଥିବା ଡେଭିସ୍ କପ୍ ଫାଇନାଲ ପରେ ଟେନିସରୁ ଅବସର ନେବେ। ସେ ଏକ ଭିଡିଓ ଜାରି କରି କହିଛନ୍ତି,…

ଗଧକୁ ନେଇ ଅଡୁଆରେ ‘ବିଗ୍ ବସ୍’, ସଲମାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ୍

ମୁମ୍ବାଇ: ଅକ୍ଟୋବର ୬ ତାରିଖରୁ ଆରମ୍ଭ ହୋଇଛି ବିଗବସ୍-୧୮ର ଗ୍ରାଣ୍ଡ ପ୍ରିମିୟର। ଏଥର ସୋ'ରେ ୧୮ କଣ୍ଟେଷ୍ଟାଣ୍ଟଙ୍କୁ ସାମିଲ କରାଯାଇଛି। ଏଥର ବି ସୋ'କୁ ସଲମାନ ଖାନ ହୋଷ୍ଟ କରୁଛନ୍ତି। କିନ୍ତୁ ଚଳିତ ସିଜିନରେ ସୋ ନେଇ ବଡ଼ ମଜାଦାର କରାଯାଇଛି। କାରଣ ଏଥର ସୋ' ରେ ଏକ ଗଧକୁ ବି ସାମିଲ…

ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦେବା ପ୍ରସ୍ତାବ ପାରିତ

ମୁମ୍ବାଇ: ବୁଧବାର ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ସେ ଦେଶ ପାଇଁ ଥିଲେ ଜଣେ ଅମୂଲ୍ୟ ରତ୍ନ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।…

ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ସାହିତ୍ୟ କ୍ଷେତ୍ରରେ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ବଡିଶ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ ଚଳିତ ବର୍ଷ ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କର ଗଭୀର କବିତା ଗଦ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ…

ରତନ ଟାଟାଙ୍କ ଦେହାନ୍ତ ଖବର ପାଇଁ କନସର୍ଟ ବନ୍ଦ କରିଦେଲେ ଦିଲଜିତ୍

ମୁମ୍ଵାଇ: ଭାରତର ପ୍ରମୁଖ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ଶିଳ୍ପ ସେବା ସହିତ ସାମାଜିକ ସେବା ପ୍ରତି ତାଙ୍କର ଦୃଢ ପ୍ରତିବଦ୍ଧତା ପାଇଁ ରତନ ଟାଟାଙ୍କ ଦେହାନ୍ତ ଦେଶବ୍ୟାପୀ ଲୋକଙ୍କୁ…

ଦାତବ୍ୟ ପୁରୁଷ ରତନ ଟାଟା

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର କିମ୍ବଦନ୍ତୀ ପୁରୁଷ ରତନ ଟାଟା ବ୍ୟବସାୟିକ କାର୍ଯ୍ୟସହ ପରୋପକାର ଓ ଦାତବ୍ୟ ପାଇଁ ବି ବେଶ୍ ପରିଚିତ ଥିଲେ । ଅଗ୍ରଣୀ ଶିଳ୍ପପତି ହୋଇ ବି ମାନବିକ ମୂଲ୍ୟବୋଧରେ ବିଶ୍ୱାସ ଓ ପରୋପକାର ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ବିଭିନ୍ନ କ୍ଷେତ୍ରରେ…

ଭାରତର ଅମୂଲ୍ୟ ରତନ

ନୂଆଦିଲ୍ଲୀ: ଗୋଟିଏ ଯୁଗର ଅବସାନ । ଜଣେ ରତ୍ନଙ୍କୁ ହରାଇଛି ଭାରତ । କିମ୍ବଦନ୍ତୀ ଶିଳ୍ପପତି ରତନ ଟାଟା ଆଉ ନାହାନ୍ତି । ୮୬ ବର୍ଷ ବୟସରେ ପରପାରିକୁ ଚାଲିଯାଇଛନ୍ତି ଭାରତୀୟ ଉଦ୍ୟୋଗ ଜଗତର ମହାନ ବ୍ୟକ୍ତିତ୍ୱ । ଭାରତର ଶିଳ୍ପକୁ ବିଶ୍ୱମଂଚରେ ପ୍ରତିଷ୍ଠିତ କରିବାରେ ରତନ ଟାଟାଙ୍କ ଭୂମିକା ଥିଲା…

ଟାଟା ଗ୍ରୁପରେ ଚାକିରି ପାଇଁ ଏକଦା ସିଭି ପକାଇଥିଲେ ରତନ… 

ମୁମ୍ବାଇ: ରତନ ଟାଟା କେବଳ ଜଣେ ସଫଳ ଶିଳ୍ପପତି ନୁହଁନ୍ତି ବରଂ ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ଟାଟା ଗ୍ରୁପକୁ ନୂତନ ଶିଖରକୁ ନେଇ ଦେଶ ତଥା ବିଶ୍ୱରେ ଏକ ବିରାଟ ନାମ ଅର୍ଜନ କରିଥିଲେ। ରତନ ଟାଟା ଜଣେ ସଫଳ ବ୍ୟବସାୟୀ ଭାବରେ ସ୍ୱୀକୃତିପ୍ରାପ୍ତ। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ରତନ…

ଲାଞ୍ଚ ନେଇ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

କଟକ: କଟକ ଏସସିବିରେ ଭିଜିଲାନ୍ସ ଟିମ୍‌ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ । ସେ ଜଣେ ରୋଗୀଙ୍କ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ । ଖବର ମୁତାବକ, ସ୍ମୃତିରଞ୍ଜନ ଏସସିବି ମେଡିକାଲ…

ବିଜେଡିରେ ବଡ଼ ଗଡ଼ବଡ଼ !

ଭୁବନେଶ୍ବର: ବିଜେଡି ଭିତରେ କୁହୁଳୁଛି ଅସନ୍ତୋଷ। ବଡ଼ଚଣାରୁ କଟକ, ଜଳଜଳ ଦିଶୁଛି ଫାଟ । କେଉଁଠି ନେତା ଖୋଲାଖୋଲି ଇଙ୍ଗିତ କଲେଣି ତ ବରିଷ୍ଠ ନେତା ଦଳର କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେଣି। ଅକ୍ଟୋବର ୨ରୁ ବିଜେଡି ସାରା ରାଜ୍ୟରେ ଜନସଂପର୍କ ପଦଯାତ୍ରା କରିଥିବା ବେଳେ ନିଜ ଦଳର ନେତାଙ୍କ…