Latest Odisha News

BREAKING NEWS

ମହିଳା ପୋଲିସଙ୍କୁ ମାଡ ଘଟଣା: ଖାରଜ ହେଲା ଜୟନାରାୟଣଙ୍କ ଆଗୁଆ ଜାମିନ୍

ଭୁବନେଶ୍ବର: ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ୍ ଖାରଜ କରିଛନ୍ତି ସୁପ୍ରିକକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ । ଆରେଷ୍ଟ…

କେବଳ ସ୍ୱିଜରଲ୍ୟାଣ୍ଡ ନୁହେଁ ଏହି ଦେଶ ମାନଙ୍କରେ ବି ମନା ବୁର୍ଖା …

ନୂଆଦିଲ୍ଲୀ: ନିକଟରେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର l ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ମହିଳାମାନଙ୍କ ବୁର୍ଖାକୁ ନେଇ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ପାଇଁ ଏବେ ଦେଶ ବିଷୟରେ ସବୁଠି ଆଲୋଚନା କରାଯାଉଛି l ବୁର୍ଖାକୁ ନେଇ ଲାଗିଥିବା ଏହି…

ବଢିଚାଲିଛି ମଧୁମେହ: ଜାଣନ୍ତୁ କିପରି ନିଜ ପିଲାଙ୍କୁ ଏଥିରୁ ବଞ୍ଚିତ ରଖିବେ? ପୂର୍ବ ସଙ୍କେତ ଦେଇଥାଏ ଏହି ସବୁ ଲକ୍ଷଣ….

ଭୁବନେଶ୍ବର: ଦିନକୁ ଦିନ ଅନିୟନ୍ତ୍ରିତ ହେବାରେ ଲାଗିଛି ମଧୁମେହ । ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଉପରମୁହାଁ ରହିଥିବା ବେଳେ ୨୦୨୩ ସୁଦ୍ଧା ୧୧.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ୨୦୨୧ ଅପେକ୍ଷା ୩୬ ପ୍ରତିଶତ ଅଧିକ । ଏପରିକି ଭାରତକୁ ଏବେ ଡାଏବେଟିକ୍ କ୍ୟାପିଟାଲ…

ପ୍ରଚାର କରୁଥିବା ବେଳେ ମଞ୍ଚ ଉପରେ ଓୱେସିଙ୍କୁ ନୋଟିସ୍‌ ଧରାଇଲା ପୋଲିସ

ମୁମ୍ବାଇ: ଆଉ ମାତ୍ର କିଛି ଦିନ ବାକି। ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ହେବାକୁ ଯାଉଛି ନିର୍ବାଚନ। ମହାରାଷ୍ଟ୍ରରେ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏ ନିର୍ବାଚନ ପ୍ରଚାର ସମୟରେ ଅଲ ଇଣ୍ଡିଆର ମଜଲିସ-ଇ-ଇସ୍ତେହାଦୁଲ ମୁସଲିମନ (ଏଆଇଏମଆଇଏମ) ଏବଂ…

ମଧୁମେହ ଦିବସ: ୨୦୩୦ ସୁଦ୍ଧା ମଧୁମେହରେ ପୀଡିତ ହେବେ ୬୪.୩ କୋଟିରୁ ଅଧିକ ଲୋକ

ଭୁବନେଶ୍ୱର: ଆଜି ବିଶ୍ବ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଏହା ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୯୧ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି । ମଧୁମେହ ଟାଇପ ୨ ମୁଖ୍ୟତଃ ଏକ ପ୍ରତିରୋଧଯୋଗ୍ୟ ଏବଂ…

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ଘୋଷଣା: ସମ୍ମାନିତ ହେବେ ୧୦ ଲେଖକ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ଘୋଷଣା କରାଯାଇଛି। ଚଳିତ ବର୍ଷ ପାଇଁ ୧୦ ଜଣ ଯୁବ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିବେ। ଡିସେମ୍ବର ୧ ତାରିଖରେ ସମ୍ମାନିତ ହେବେ ୧୦ ଯୁବ ଲେଖକ। କବିତା…

ଅଜବ ପରମ୍ପରା: ବିବାହ ପୂର୍ବରୁ କାଟନ୍ତି ନିଜର ଜିଭ, କାନ

ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି। ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ। ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ ତାକୁ ସମ୍ମାନ ଦେଇଥାନ୍ତି। ଏଭଳି ଏକ ପରମ୍ପରା ରହିଛି ଆଫ୍ରିକା, ପାକିସ୍ତାନ ଏବଂ ବାଂଲାଦେଶର କେତେକ ଅଂଚଳରେ l…

ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ: ହୋମଗାର୍ଡଙ୍କ ପାଇଁ ଅଗ୍ନିଶମ ବିଭାଗରେ ମିଳିବ ୧୦% ସଂରକ୍ଷଣ

କଟକ: ହୋମ୍‌‌ଗାର୍ଡଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ। ଏଣିକିଅଗ୍ନିଶମ ବିଭାଗରେ ହୋମ୍‌‌ଗାର୍ଡଙ୍କ ପାଇଁ ୧୦% ସଂରକ୍ଷଣ ମିଳିବ। ଏହି ଅବସରରେ ଅଦାଲତ କହିଛନ୍ତି, ଅଗ୍ନିଶମ ସେବା ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଅନେକ ଜରୁରୀକାଳୀନ ସେବା ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ହୋଇଥାଏ। ଏହାର…

ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ଛାଡିଖାଇ ପୂର୍ବରୁ ଚିଙ୍ଗୁଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଗୋଦାମରେ ୩ ଲକ୍ଷରୁ ଅଧିକ ଟଙ୍କାର ଚିଙ୍ଗୁଡ଼ି ଜଳିପୋଡ଼ି ନଷ୍ଟ ହୋଇଥିବା ସୂଚନା ରହିଛି। ହେଲେ ବିଦ୍ୟୁତ ସଟସର୍କିଟ ଯୋଗୁଁ ଚିଙ୍ଗୁଡ଼ି ଗୋଦାମରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ପୁରୀ ଜିଲ୍ଲା…

ବାଲିଯାତ୍ରା ଯିବାକୁ ଯୋଜନା କରୁଛନ୍ତି କି? ଜାଣନ୍ତୁ ଟ୍ରାଫିକ ବ୍ୟବସ୍ଥା

କଟକ: ଉଠିବ ପଡିବ କଟକ ସହର । ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଇଛି କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ସେଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଡ୍ୟୁଟିରେ ତିନି ଶହରୁ ଉର୍ଦ୍ଧ୍ବ ଅଫିସରଙ୍କ ସହ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ…