Latest Odisha News

କୋଣାର୍କ ସୂର୍ଯ୍ୟାସ ଓଡିଶା-ସଦର୍ଣ୍ଣ ସୁପରଷ୍ଟାର୍ସ ମଧ୍ୟରେ ହେବ କଡ଼ା ଟକ୍କର

ସୁରଟ: ଅକ୍ଟୋବର ୨ରେ ସୁରଟର ଲାଲାବାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ମୁହାଁମୁହିଁ ହେବେ କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ସଦର୍ଣ୍ଣ ସୁପରଷ୍ଟାର୍ସ।  କୋଣାର୍କ ସୂର୍ଯ୍ୟାସ ଓଡିଶା ଓଡ଼ିଶା ଦଳର ଶେଷ ଦୁଇଟି ମ୍ୟାଚ୍ ବର୍ଷା ହେତୁ ବାତିଲ ହୋଇଥିଲା । ଦଳ ବର୍ତ୍ତମାନ ସୁଦ୍ଧା, ୩ଟି ମ୍ୟାଚରୁ ୪ ପଏଣ୍ଟ…

‘ରାହୁଲ ଗାନ୍ଧୀଙ୍କ ପରିବାର ୫୦ ବର୍ଷ ଧରି ଦେଶକୁ ଲୁଟିଛନ୍ତି’

ନୂଆଦିଲ୍ଲୀ: କେନ୍ଦ୍ର ବୟନ ମନ୍ତ୍ରୀ ଗିରିରାଜ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଏକ ନୃତ୍ୟ-ଗୀତ କାର୍ଯ୍ୟକ୍ରମ ବୋଲି ବର୍ଣ୍ଣନା କରିଥିଲେ ଯାହାକୁ ନେଇ ଗାନ୍ଧୀ ପରିବାରକୁ କଡା ସମାଲୋଚନା କରିଛନ୍ତି ।…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ସ୍ଥିତି ମଜଭୁତ କଲା ଭାରତ

କାନପୁର: ଏଠାରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏଥିସହ ନିଜ ସ୍ଥିତି ଆହୁରି ମଜଭୁତ କରିଛି । ଟିମ ଇଣ୍ଡିଆ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ…

ଏହି କାରଣ ପାଇଁ ସ୍ଥଗିତ ରହିଲା ଲଡୁ ବିବାଦର ଏସଆଇଟି ତଦନ୍ତ

ଅମରାବତୀ: ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦ ମାମଲା । ଘଟଣାରେ ଚାଲିଥିବା ଏସଆଇଟି ତଦନ୍ତକୁ ଆଜି ସ୍ଥଗିତ ରଖାଯାଇଛି । ଆସନ୍ତା ୩ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି କରିବେ । ତେଣୁ ଶୁଣାଣି ନହେବା ପର୍ଯ୍ୟନ୍ତ ଏସଆଇଟି ତଦନ୍ତ ହୋଇପାରିବ ନାହିଁ ବୋଲି…

କେରଳ ରାଜ୍ୟପାଳଙ୍କ ଶାଲରେ ଲାଗିଲା ନିଆଁ

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଙ୍ଗଳବାର ଦିନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମ ସମୟରେ ପ୍ରଦୀପ ପ୍ରଜ୍ବଳନ ବେଳେ ରାଜ୍ୟପାଳଙ୍କ ଶାଲରେ ନିଆଁ ଲାଗିଯାଇଥିଲା। ହେଲେ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ତୁରନ୍ତ ନିଆଁ ଲିଭାଇ…

ହିଜବୋଲ୍ଲାର ପିଛା ଛାଡୁନି ଇସ୍ରାଏଲ : ଏବେ ସ୍ଥଳଭାଗରେ ପଶି ମାରିବ

ନୂଆଦିଲ୍ଲୀ: ହିଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା କଲା ପରେ ମଧ୍ୟ ଶାନ୍ତିରେ ବସିନାହିଁ ଇସ୍ରାଏଲ । ଆକାଶମାର୍ଗରୁ ଦକ୍ଷିଣ ଲେବାନନ ଉପରେ ଆକ୍ରମଣ କରି ହିଜବୋଲ୍ଲା ଆଡ୍ଡା ଓ ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କଲା ପରେ ଏବେ ଆରମ୍ଭ କରିଛି ଗ୍ରାଉଣ୍ଡ୍ ଅପରେସନ । ହିଜବୋଲ୍ଲାର ଗଡ କୁହାଯାଉଥିବା…

ଏକସିଡେଟାଂଲ୍ ଫାୟରିଂ : ଗୋବିନ୍ଦା ସ୍ଥିର, ଫ୍ୟାନ ଆଶ୍ୱସ୍ତ 

ମୁମ୍ବାଇ: ବଡ ଅଘଟଣରୁ ବର୍ତ୍ତିଲେ ଅଭିନେତା ଗୋବିନ୍ଦା । ସକାଳୁ ସକାଳୁ ଖବର ଆସିଲା ଯେ, ଗୋବିନ୍ଦାଙ୍କୁ ଗୁଳି ଲାଗିଛି । ସ୍ତବ୍ଧ ହୋଇଯାଇଥିଲେ ସିନେପ୍ରେମୀ । ପ୍ରକୃତ ଘଟଣା କ’ଣ, ତାହା ଧୀରେ ଧୀରେ ସ୍ପଷ୍ଟ ହୋଇଥିଲା । ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ଗୋବିନ୍ଦା ନିଜର ଲାଇସେନ୍ସପ୍ରାପ୍ତ…

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା l ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ l ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କଲେ ହାଇକୋର୍ଟ l ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା l ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ…

ଟପ୍ ଗିୟରରେ ଟିମ୍ ଇଣ୍ଡିଆ : ଏକ ଅବିଶ୍ୱସନୀୟ, ସ୍ମରଣୀୟ ବିଜୟ

କାନପୁର: କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ସ୍ମରଣୀୟ ବିଜୟ । ବାଂଲାଦେଶ ବିପକ୍ଷରେ ଅବିଶ୍ୱସନୀୟ ବିଜୟ ସହ ଟେଷ୍ଟ ସିରିଜ୍ ୨-୦ରେ ଜିତି ନେଇଛନ୍ତି ରୋହିତ ଶର୍ମା ଆଣ୍ଡ୍ କୋ । ଘରୋଇ ମାଟିରେ ଆଉ ଏକ ଟେଷ୍ଟ୍ ସିରିଜ ବିଜୟ । ବର୍ଷା ଓ ଓଦା ପଡିଆ ଯୋଗୁଁ କାନପୁର ଟେଷ୍ଟର ଅଢେଇ ଦିନର ଖେଳ…

ଏହି ଦେଶର ଅଧିକାଂଶ ଲୋକ ଶାକାହାରୀ, ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ: ଭାରତ ସମେତ ଦୁନିଆର ଅଧିକାଂଶ ଦେଶରେ ଲୋକ ମାନଙ୍କର ଖାଇବା ପିଇବା ଶୈଳୀ ଭିନ୍ନ ଭିନ୍ନ l ସେମାନଙ୍କ ମଧ୍ୟରୁ କିଏ ଶାକାହାରୀ ଖାଦ୍ୟ ଖାଇବାକୁ ଭଲ ପାଏ ତ କିଏ ପୁଣି ମାଂସାହାରୀ। ତେବେ କଣ ଆପଣ ଜାଣନ୍ତି କି କେଉଁ ଦେଶର ଲୋକ ଶାକାହାରୀ ଖାଦ୍ୟ ବେଶୀ ଖାଇଥାନ୍ତି। ଆସନ୍ତୁ ଜାଣିବା…