Latest Odisha News

BREAKING NEWS

ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଏହି ଦୁଇ ଯୋଜନା ଲାଗୁ ହେବ । ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାରଙ୍କ ସହ…

୭ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକି ଦେଲା ବାପା

ଯାଜପୁର: ଘରର ଖର୍ଚ୍ଚ ପୂରଣ କରିବାକୁ ଯାଇ ଜଣେ ବ୍ୟକ୍ତି ନିଜର ଦେଢ ମାସର ଶିଶୁପୁତ୍ରକୁ ୭ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ସୋମବାର ଦିନ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ଲୋକଲୋଚନକୁ ଆସିଛି। ଖବର ପାଇ ଶିଶୁଟିକୁ ଚାଇଲ୍ଡ ଲାଇନ୍…

ମ୍ୟୁଜିକ୍ କିପରି ଥେରାପି ଭଳି କାମ କରେ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କିପରି ହୋଇଥାଏ ଲାଭଦାୟକ

କଥାରେ ଅଛି, 'ସାତ ସୁରେ ବନ୍ଧା ଏ ଜୀବନ...।' ବାସ୍ତବରେ ସଂଗୀତ ବିନା ଜୀବନ ରଙ୍ଗହୀନ। ସଂଗୀତ ଜୀବନରେ ଭରେ ପ୍ରାଣ। ଅନେକ ସମୟରେ ଗୀତ ଗାଇ ଗାଇ କିମ୍ବା ଶୁଣି ଶୁଣି ରୋଗୀର ଅସ୍ତ୍ରୋପଚାର ହେଉଥିବାର ଖବର ସାମ୍ନାକୁ ଆସେ। ଏହାର ଅର୍ଥ ସଂଗୀତ ମଧ୍ୟ ଜୀବନରୁ ଯନ୍ତ୍ରଣା ହରିନିଏ। ତେଣୁ ମଣିଷ…

ୟା’ଙ୍କୁ ଶିକ୍ଷକ କିଏ କଲା? ଚୁଟି ଧରି ଟାଣି ଆଣିଲେ, ତା ପରେ……

ଅହମ୍ମଦାବାଦ୍: ଛାତ୍ରଟିକୁ ବସିଥିବା ସିଟରୁ ଚୁଟି ଧରି ଟାଣି ଆଣିଲେ ଶିକ୍ଷକ । ତା ପରେ ନିର୍ଦ୍ଧୂମ ଛେଚିଲେ । ପିଲାଟି- ସାର୍ ଛାଡି ଦିଅନ୍ତୁ….ସାର୍ ଛାଡି ଦିଅନ୍ତୁ….ବୋଲି ଚିତ୍କାର କରୁଥିଲା, ହେଲେ ତଥାପି ମାଡ ଉପରେ ମାଡ କୁହୁରେଇ ଚାଲିଥିଲା ନିଷ୍ଠୁର ଶିକ୍ଷକ । ଏମିତି କିଛି…

ଅପରେସନ ପରେ ମେଡିକାଲରୁ ଅଡିଓ ଜାରି କଲେ ଗୋବିନ୍ଦା…

ମୁମ୍ବାଇ: ଗୋଡରେ ଗୁଳି ବାଜିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା । ଅପରେସନ କରାଯାଇ ତାଙ୍କ ଗୋଡରୁ ଗୁଳି ବାହାର କରାଯାଇଥିବାବେଳେ, ମେଡିକାଲରୁ ପ୍ରଥମ ବୟାନ ତାଙ୍କର ସାମ୍ନାକୁ ଆସିଛି । ଗୋବିନ୍ଦା ଧୀର ସ୍ୱରରେ ନିଜର ବୟାନ ଦେଇଛନ୍ତି…

ଟିମ ଇଣ୍ଡିଆର ଅବିଶ୍ୱସନୀୟ, ଅକଳ୍ପନୀୟ ବିଜୟ

କାନପୁର: ଏକ ନିଶ୍ଚିତ ଡ୍ର ଅଭିମୁଖେ ଯାଉଥିବା ଟେଷ୍ଟକୁ ଭାରତୀୟ କ୍ରିକେଟ ଟିମ ନିଜସ୍ୱ ଶୈଳୀରେ ଚମତ୍କାର ପ୍ରଦର୍ଶନ କରି ବିଜୟ ହାସଲ କରିଛି । ଏଥିସହ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ କ୍ଲିନ ସୁଇପ କରିଛି । ବାଂଲାଦେଶ ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ନିକଟରେ…

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ ଆଇଫୋନ୍ ଅର୍ଡର କରିଥିଲେ। ଯାହାର ମୂଲ୍ଯ ଥିଲା ୧.୫ ଲକ୍ଷ ଟଙ୍କା। ମୃତ ଡେଲିଭରି ବୟ ଜଣଙ୍କ ହେଲେ…

ଶକ୍ତ ହେଲେ ସରକାର: ସରକାରୀ କର୍ମଚାରୀଙ୍କୁ ଏ ମାସରେ ମିଳିବନି ଦରମା

ଲକ୍ଷ୍ନୌ: ଏ ମାସରେ ୩୯ ହଜାର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ମାସିକ ଦରମା । ଶକ୍ତ ହେଲେ ଯୋଗୀ ସରକାର । ରୋକ୍ ଠୋକ୍ ଶୁଣାଇଦେଲେ । ତେବେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ତରଫରୁ ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ମାନବ ସମ୍ପଦ ପୋଟାର୍ଲରେ ନିଜ ନିଜର ସ୍ଥାବର ଓ ଅସ୍ଥାବର…

ଆସନ୍ତା ୪ରେ ବନ୍ଦ ରହିବ କୋରାପୁଟ

କୋରାପୁଟ: ଆସନ୍ତା ୪ ତାରିଖରେ କୋରାପୁଟ ଜିଲ୍ଲାରେ ଠପ୍ ହେବ ସେବା । ବନ୍ଦ ରହିବ ଜିଲ୍ଲାର ଚକ ଅଖ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ ଡାକରା ଦେବେ ବିଭିନ୍ନ ସଂଗଠନ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରେ କୋରାପୁଟରେ ବିଭିନ୍ନ ସଂଗଠନମାନେ…

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ

କେନ୍ଦ୍ରାପଡା: ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡ଼ା ଫୁଡ୍ ଇନ୍ସପେକ୍ଟର ବିଭାସ ମଜୁମଦାର। ଏକ ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ କରିବା ପାଇଁ  ୫ ହଜାର ଟଙ୍କା ମାଗି ହଟହଟା ହେଲେ…