ହବିଷ୍ୟାଳୀ ଯୋଜନା; ଅକ୍ଟୋବରରୁ ଅନଲାଇନ୍ ଆବେଦନ
ପୁରୀ: ପୂର୍ବତନ ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ହବିଷ୍ୟାଳୀ ଯୋଜନା ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଚଳିତ ବର୍ଷ ପୁରୀରେ କାର୍ତ୍ତିକ ବ୍ରତ ପାଇଁ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯିବ।
ଅକ୍ଟୋବର ୧୮ରୁ ଏହି ବ୍ରତ ଆରମ୍ଭ…