ବନ୍ଧାହେଲେ ଇଡ୍କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ
ଭୁବନେଶ୍ୱର: ବନ୍ଧାହେଲେ ଇଡ୍କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ l ଗତକାଲି ଚଢ଼ାଉ ବେଳେ ବିଜୟ କୁମାର ଉଦୟସିଂହଙ୍କ ଘରୁ ଆଖି ଖୋସା ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ l ବିଳାସପୂର୍ଣ୍ଣ ୪ ମହଲା ବିଶିଷ୍ଟ ଘର, ତା' ଭିତରେ ପୁଣି ଅତ୍ୟାଧୁନିକ ଓ ଦାମୀ ଆସବାବପତ୍ର l କୋଟି କୋଟି…