ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ; ହସ୍ପିଟାଲାରେ ଭର୍ତ୍ତି
ମୁମ୍ବାଇ: ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ। ଏହି ଗୁଳିଟି ତାଙ୍କ ବନ୍ଧୁକରୁ ବାହାରିଛି। ଆଜି ସକାଳେ ଅଭିନେତା ନିଜର କିଛି କାମ ପାଇଁ ବାହାରକୁ ଯାଉଥିଲେ। ଏହି ସମୟରେ ସେ ନିଜ ବନ୍ଧୁକ ସଫା କଲା ବେଳେ ଗୁଳି ଫୁଟିଥିଲା। ଆଉ ଗୁଳିଟି ବାହାରି ନିଜ ଗୋଡକୁ ବାଜିଛି। ଭୁଲବଶତଃ ଗୋବିନ୍ଦାଙ୍କ…