Latest Odisha News

BREAKING NEWS

ଦୁନିଆର ପ୍ରଥମ କାଠ ସାଟେଲାଇଟ୍ ଲଞ୍ଚ କଲା ଜାପାନ

ଟୋକିଓ: ଜାପାନର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଉପଗ୍ରହ ଲଞ୍ଚ କରିଛି ଯାହାକି କାଠରେ ତିଆରି ହୋଇଛି। ଲିଗ୍ନୋସାଟ ନାମକ ଏହି ଉପଗ୍ରହକୁ ସ୍ପେସ୍ ଏକ୍ସ ରକେଟରେ ରଖାଯାଇ ମହାକାଶକୁ ପଠାଯାଇଥିଲା। ଏହି ଉପଗ୍ରହ କାଇଟୋ ବିଶ୍ୱବିଦ୍ୟାଳୟ ଏବଂ ଗୃହ ନିର୍ମାଣକାରୀ କମ୍ପାନୀ ସୁମିତୋମୋ Sumitomo…

ଇଂଲଣ୍ଡର ପୂର୍ବତନ ଅଧିନାୟକ କହିଲେ ଅଷ୍ଟ୍ରେଲିଆରେ ମଧ୍ୟ କୋହଲି, ରୋହିତ କିଛି କରି ପାରିବେନି

ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବେଳା ଭଲ ନାହିଁ । ଦୁଇଜଣଙ୍କ ବ୍ୟାଟ ଏବେ ନୀରବ ହୋଇ ପଡିଛି । ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଏମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏହି ଦୁଇ ମହାନ…

ଓଏଏସ୍ ପ୍ରିଲିମିନାରି ପରୀକ୍ଷା-୨୦୨୩ ପାଇଁ ପ୍ରକାଶ ପାଇଲା ତାରିଖ

ଭୁବନେଶ୍ବର: ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି । ଆସନ୍ତା ଡିସେମ୍ବର ୧୫ ତାରିଖ (ରବିବାର)ରେ ଅନୁଷ୍ଠିତ ହେବ ପରୀକ୍ଷା । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ…

ଦିନେ ଟ୍ରମ୍ପଙ୍କୁ କହିଥିଲେ ହିଟଲର୍, ଏବେ ବନିବେ ଉପରାଷ୍ଟ୍ରପତି

ୱାଶିଂଟନ: ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ​​ଟ୍ରମ୍ପଙ୍କୁ ଏକ ବଡ଼ ବିଜୟ ମିଳିଛି। ଯାହା ପରେ ଟ୍ରମ୍ପ ସମଗ୍ର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ…

ଦେଶର ୧୫ ଆଞ୍ଚଳିକ ବ୍ୟାଙ୍କର ହେବ ମିଶ୍ରଣ

ଭୁବନେଶ୍ବର: ଦେଶର ୧୫ ଟି ଆଞ୍ଚଳିକ ବ୍ୟାଙ୍କର ମିଶ୍ରଣ କରାଯିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି)ର ମିଶ୍ରଣର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିଛି । ଏହି ମିଶ୍ରଣ ପ୍ରକ୍ରିୟାରେ କେନ୍ଦ୍ର ସରକାର 'ଏକ ରାଜ୍ୟ ଏକ ଆରଆରବି' ଯୋଜନା ରଖିଛନ୍ତି । ଏହି ଯୋଜନା…

ବୁଲଡୋଜର ଆକ୍ସନ ନେଇ ବର୍ଷିଲେ ସୁପ୍ରିମକୋର୍ଟ, ଘର ଭାଙ୍ଗିଥିବା ଲୋକଙ୍କୁ ଦିଅ ୨୫ ଲକ୍ଷ

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ବୁଧବାର ଦିନ  ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ୟୁପିର ମହାରାଜଗଞ୍ଜ ଜିଲ୍ଲାରେ ରାସ୍ତାକୁ ଅଧିକ ଚଉଡା କରିବା ପାଇଁ ବୁଲଡୋଜର ଦ୍ୱାରା ଘର ଭାଙ୍ଗି ଦିଆଯାଇଥିଲା। ତେବେ ଏହି ମାମଲାରେ ସୁପ୍ରିମକୋର୍ଟ…

ଅଟାର ରୁଟି ଆପଣଙ୍କ ତ୍ବଚାରେ ଆଣିବ ଅଦ୍ଭୁତ ଚମକ, ଜାଣନ୍ତୁ ପ୍ରଣାଳୀ

ଭୁବନେଶ୍ବର: ପ୍ରଦୂଷଣ ବୃଦ୍ଧି, ଅଦ୍ଭୁତ ଜୀବନଶୈଳୀ ଏବଂ ଚାପ ହେତୁ ଅଳ୍ପ ବୟସ ସତ୍ବେ ଆମ ତ୍ବଚା ବୟସ୍କ ପରି ଦେଖାଯାଇଥାଏ । ଆମେ ତ୍ବଚାର ଯତ୍ନ ନ ନେବା ଦ୍ବାରା ମୁଖର ରଙ୍ଗ ନଷ୍ଟ ହେବା, ଚର୍ମର ଢିଲାପଣ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ । ତ୍ବଚାର ଯତ୍ନର ଅଭାବ ହେତୁ ଡେଡ୍ ସେଲ୍ସ ବା…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶ୍ରେଷ୍ଠ ୨୦ରୁ ଖସିଲେ କୋହଲି

ଦୁବାଇ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶୀର୍ଷ ୨୦ରୁ ବାଦ ପଡିଛନ୍ତି । କୋହଲି ୮ଟି ସ୍ଥାନ ତଳକୁ ଖସି ୨୨ ନମ୍ବର ସ୍ଥାନରେ ରହିଛନ୍ତି । ଅପରପକ୍ଷରେ ରିଷଭ ପନ୍ତ ୫ଟି ସ୍ଥାନ ଉନ୍ନୀତ ହୋଇ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଶୁଭମନ ଗିଲ ୧୬ତମ…

ଆସିଲା ଚାଞ୍ଚଲ୍ୟକର ରିପୋର୍ଟ, ଶାଢୀ ହୋଇପାରେ କ୍ୟାନସରର କାରଣ

ନୂଆଦିଲ୍ଲୀ: ଶାଢୀ ଭାରତୀୟ ମହିଳାଙ୍କ ପରିଧାନ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଅଟେ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟରେ ମହିଳାମାନେ ଶାଢୀ ପିନ୍ଧିଥାନ୍ତି। ତେବେ ଆପଣ କେବେ ଶୁଣିଛନ୍ତି କି ଶାଢୀ ପିନ୍ଧିବା ଦ୍ବାରା ମହିଳାଙ୍କୁ କ୍ୟାନସର ହୋଇପାରେ? ଏକ ନୂତନ ଗବେଷଣାରୁ…

ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ସଂପତ୍ତି ତାଲିକା ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି । ଏନେଇ ଜୁନିୟର…