Latest Odisha News

BREAKING NEWS

ବର୍ଷା ଯୋଗୁ ଧୋଇ ହୋଇଗଲା କୋଣାର୍କ ସୂର୍ଯ୍ୟାସ ଓଡିଶା-ମଣିପାଲ ଟାଇଗର୍ସ ମ୍ୟାଚ

ସୁରଟ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶୁକ୍ରବାର ହେବାକୁ ଥିବା କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ମଣିପାଲ ଟାଇଗର୍ସ ମ୍ୟାଚ ବର୍ଷା ଯୋଗୁ ଧୋଇ ହୋଇଯାଇଛି । ଫଳରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି । କୋଣାର୍କ ସୂର୍ଯ୍ୟାସ ଟିମ ବିଜୟଧାରା ବଜାୟ ରଖିବାକୁ ଚାହୁଁଥିବା ବେଳେ ମଣିପାଲ ଟିମ ଖାତା…

ଓପିଏସସି ଚେୟାରମ୍ୟାନ୍ ହେଲେ ଆଇପିଏସ ଅରୁଣ ଷଡ଼ଙ୍ଗୀ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ । ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି ।…

ରାଜ୍ୟରେ ଖୋଲିବ ୫୮ଟି ଶୀତଳ ଭଣ୍ଡାର, ଚାଷୀଙ୍କଠାରୁ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ

ଭୁବନେଶ୍ଵର: ଜିଲ୍ଲାପାଳ ସମ୍ମିଳନୀରେ ଧାନ ସଂଗ୍ରହ ନେଇ ସୂଚନା ଦେଲେ ମନ୍ତ୍ରୀ । ଧାନର ଗୁଣବତ୍ତା ଯାଂଚ ପାଇଁ ଗ୍ରେନ୍ ଆନାଲାଇଜର ବ୍ୟବହାର କରାଯିବ । ଧାନର ଓଜନ ଜାଣିବା ପାଇଁ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ହେବ । ସେହିପରି ସଂଗୃହିତ ଧାନର ସଂରକ୍ଷଣ ପାଇଁ ଆବଶ୍ୟକୀୟ ଗୋଦାମ ଗୃହ ପ୍ରସ୍ତୁତ…

ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା, ଭଦ୍ରକ ସନ୍ଥିଆରେ ୧୬୩ ଧାରା ଜାରି

ଭଦ୍ରକ: ସାମାଜିକ ଗଣ ମାଧ୍ୟମରେ ଆପତ୍ତି ଜନକ ପୋଷ୍ଟକୁ ବିରୋଧ କରି ତୁମୁଳକାଣ୍ଡ । ଗୋଟିଏ ଗୋଷ୍ଠୀ ଭଦ୍ରକ ସନ୍ତିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତାରୋକ କରୁଥିବା ସମୟରେ ଖବର ପାଇ ଭଦ୍ରକ ସିଟି ଡ଼ିଏସପି ତହସିଲଦାର, ଟାଉନ ଓ ପୁରୁଣା ବଜାର ପୋଲିସ ପହଞ୍ଚି ବୁଝାସୁଝା କରି ସେମାନଙ୍କୁ…

ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ

ଜୟପୁର: ଅବସରପ୍ରାପ୍ତ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ । ୨ ବର୍ଷ ଜେଲ୍‌ ସହ ୨ ଲକ୍ଷ ଜରିମାନା କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୨୦୧୦ରେ ନନ୍ଦପୁର ବ୍ଲକ ବାଲଡ଼ା ରେଞ୍ଜର ଥିବାବେଳେ ଡିଏଫ୍‌ଓ ସରୋଜ ନନ୍ଦଙ୍କୁ ଧରିଥିଲା ଭିଜିଲାନ୍ସ । ୬ ଲକ୍ଷ ଟଙ୍କା ଧରି ଭୁବନେଶ୍ୱର…

କୋହଲିଙ୍କ ପାଇଁ ୫୮ କିମି ସାଇକେଲ ଚଳାଇଲେ ୧୫ ବର୍ଷୀୟ ପ୍ରଶଂସକ

କାନପୁର: ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ ସେପ୍ଟମ୍ବର ୨୭ରୁ ଆରମ୍ଭ ହୋଇଛି । ଏହି ମ୍ୟାଚକୁ ଦେଖିବା ପାଇଁ ଜଣେ ୧୫ ବର୍ଷୀୟ ପ୍ରଶଂସକ ୫୮ କିଲୋମିଟର ସାଇକେଲ ଚଳାଇ ଆସିବା ଚର୍ଚ୍ଚାର କାରଣ ସାଜିଛି । ଏପରିକି ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଭାଇରାଲ…

କାନପୁର ପୋଲିସର ସ୍ପଷ୍ଟୀକରଣ: ବାଂଲାଦେଶୀ ପ୍ରଶଂସକ ଅସୁସ୍ଥ ହୋଇ ପଡିଥିଲେ

କାନପୁର: ଭାରତ-ବାଂଲାଦେଶ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଏଠାରେ ବାଂଲାଦେଶୀ ପ୍ରଶଂସକ ଟାଇଗରଙ୍କୁ ଭାରତୀୟ କ୍ରିକେଟପ୍ରେମୀ ଖରାପ ବ୍ୟବହାର ଦେଖାଇଥିବା ଖବର ପ୍ରସାରିତ ହୋଇଥିଲା । ଏପରିକି ଭାରତୀୟ ପ୍ରଶଂସକ ତାଙ୍କୁ ମାରପିଟ କରିଥିବା…

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ୧୦୭/୩

କାନପୁର: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ ସଂଗ୍ରହ କରିଛି । ବର୍ଷା ଯୋଗୁ ୩୫ ଓଭର ଖେଳ ଖେଳାଯିବା ସମ୍ଭବପର ହୋଇଥିଲା । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୋମିନୁଲ ହକ ୪୦ ଓ ମୁସଫିକର ରହିମ ୬ ରନ କରି ଅପରାଜିତ ରହିଛନ୍ତି । ଶଦମାନ ଇସଲାମ(୨୪),…

ଅନୁଗୁଳ ଟ୍ରିପଲ ମର୍ଡର ମାମଲା; ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ କୋର୍ଟ

ଅନୁଗୁଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି । ଦୁଇ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଉଭୟ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ।…

କୋଡ଼ିଏ ବର୍ଷରେ ‘ବାହାରେ ବର୍ଷା’: ଏକ ପାଠକୀୟ ଆସର

ଭୁବନେଶ୍ୱର: ସରୋଜ ବଳଙ୍କ ପ୍ରଥମ ଉପନ୍ୟାସ ‘ବାହାରେ ବର୍ଷା’ କୁ କୋଡ଼ିଏ ବର୍ଷ ପୁରିଛି । ଏହି ଅବସରରେ ‘ଟାଇମ୍‍ପାସ୍‍’ ଦ୍ୱାରା ପ୍ରକାଶିତ ଏହାର ପଞ୍ଚମ ସଂସ୍କରଣ ଲୋକାର୍ପିତ ହେବା ସହିତ ଏକ ମନୋଜ୍ଞ ପାଠକୀୟ ଆସର ଆୟୋଜିତ ହୋଇଯାଇଛି । ୱିସଡମ୍‍ ଟ୍ରି ଗ୍ଲୋବାଲ ସ୍କୁଲ ପରିସରରେ ଏକ ବର୍ଷଣମୁଖର…