ରାଜଧାନୀରେ କବାଟତଡା ଗ୍ୟାଙ୍ଗ ପ୍ରତି ସାବଧାନ! ଆପାର୍ଟମେଣ୍ଟ ପଶି କରୁଛନ୍ତି ଲୁଟ୍
ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ଅସୁରକ୍ଷିତ ରାଜଧାନୀବାସୀ। ଭୁବନେଶ୍ୱରର ଆପାର୍ଟମେଣ୍ଟରେ ଚାଲିଛି ଲୁଟ୍ପାଟ୍। ଚନ୍ଦକା ଥାନା ଅଞ୍ଚଳର ଗୋଠପାଟଣା ସ୍ଥିତ ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ଦୁଇ ଦୁଇଟି ଲୁଟ୍ ଘଟଣା ଫ୍ଲାଟ୍ ମାଲିକଙ୍କୁ ଭୟଭୀତ କରିଛି। ଦିନକ ତଳେ ଏହି…