ଲୋକାର୍ପଣ ହେଲା ବ୍ୟାସକୃତ ‘ଅଧ୍ୟାତ୍ମ ରାମାୟଣ’ ପୁସ୍ତକର ଓଡ଼ିଆ ପଦ୍ୟାନୁବାଦ
ଭୁବନେଶ୍ୱର: ଲୋକାର୍ପଣ ହୋଇଯାଇଛି ବ୍ୟାସଦେବ କୃତ ‘ଅଧ୍ୟାତ୍ମ ରାମାୟଣ’ର ଓଡିଆ ପଦ୍ୟାନୁବାଦ । ସଂସ୍କୃତ ରାମାୟଣକୁ ବିଭିନ୍ନ ରାଗ ରାଗିଣୀ ଓ ଅଳଙ୍କାର ଦେଇ ସରଳ ଓଡିଆ ଭାଷାରେ ପଦ୍ୟାନୁବାଦ କରିଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ପାଲା ଗାୟକ (ଗାୟକ ସମ୍ରାଟ୍) ଲକ୍ଷ୍ମୀଧର…