ହଂକଂ ସିକ୍ସେସ ପାଇଁ ଭାରତୀୟ ଦଳର ଘୋଷଣା, ଉଥପ୍ପା ଅଧିନାୟକ
ନୂଆଦିଲ୍ଲୀ: ହଂକଂ ସିକ୍ସେସ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ରବିନ ଉଥପ୍ପାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଟିନ କ୍ୱାଙ୍ଗ ରୋଡ କ୍ରିକେଟ ଗ୍ରାଉଣ୍ଡରେ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ନଭେମ୍ବର ୧ରୁ ୩ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ସୂଚନାଯୋଗ୍ୟ,…