Latest Odisha News

BREAKING NEWS

ବିଶ୍ଵର ସବୁଠୁ ଅଳସୁଆ ଦେଶ ତାଲିକାରେ ସ୍ଥାନ ପାଇଲା ଭାରତ

ନୂଆଦିଲ୍ଲୀ: ଷ୍ଟାନଫୋର୍ଡ ୟୁନିଭରସିଟିର ନିକଟରେ ହୋଇଥିବା ଏକ ଅଧ୍ୟୟନରେ ବିଶ୍ୱର ଅଳସୁଆ ରାଷ୍ଟ୍ରଙ୍କ ତାଲିକା ପ୍ରକାଶ ପାଇଛି। ଯାହା କିଛି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ବିଶ୍ୱର ୪୬ଟି ଦେଶରେ ୭୦୦,୦୦୦ରୁ ଅଧିକ ଲୋକଙ୍କୁ ନେଇ କରାଯାଇଥିବା କରିଥିବା ଏହି ଅଧ୍ୟୟନରେ ଦୈନିକ…

କେଦାରନାଥରେ ବାଦଲଫଟା ବର୍ଷା: ଫସିଛନ୍ତି ୪ ଓଡ଼ିଆ, ଏୟାରଲିଫ୍ଟ କରି କରାଯିବ ଉଦ୍ଧାର

କେନ୍ଦୁଝର: କେରଳ ୱାୟନାଡ ଭୂସ୍ଖଳନରେ କ୍ଷତିଗ୍ରସ୍ତ ଓଡ଼ିଆଙ୍କ ଦୁଃଖଦ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡିନି ଅନ୍ୟପଟେ ଉତ୍ତରାଖଣ୍ଡ କେଦାରନାଥରେ ୪ ଓଡ଼ିଆ ଯୁବକ ଫିସି ରହିଥିବା ଖବର ଆସିଛି। କେନ୍ଦୁଝର ଜିଲ୍ଲାର ୪ ଜଣ ବୋଲବମ୍ ଭକ୍ତ ଶ୍ରାବଣରେ ଜଳଲାଗି ପାଇଁ କେଦାରନାଥ ଯାଇଥିଲେ। ବାଦଲଫଟା…

୩୬ ବର୍ଷ ଅପେକ୍ଷା ପରେ ବି ଭାରତ ତୀରନ୍ଦାଜୀରେ ଜିତିପାରିଲା ନାହିଁ ପଦକ

ପ୍ୟାରିସ: ଅଲିମ୍ପିକ୍ସରେ ଭାରତ ୩୬ ବର୍ଷ ପରେ ବି ତୀରନ୍ଦାଜୀରେ ପଦକ ଜିତିବାରେ ସଫଳ ହୋଇପାରି ନାହିଁ । ଦୀପିକା କୁମାରୀ ଓ ଭଜନ ଓ କୌରଙ୍କ ଉପରେ ଶେଷ ଆଶା ଥିଲା । ମାତ୍ର ତାହା ଆଶାରେ ହିଁ ରହିଗଲା । ସେମାନେ ପଦକ ରାଉଣ୍ଡରେ ପଂହଚିବାରେ ସଫଳ ହୋଇପାରି ନ ଥିଲେ । ମହିଳା ବ୍ୟକ୍ତିଗତ ଇଭେଂଟର…

ଅଗଷ୍ଟ ୯ରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ: ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ନିବେଦନ

ନୂଆଦିଲ୍ଲୀ: ଅଗଷ୍ଟ ୯ରୁ ଆରମ୍ଭ ହେବ 'ହର ଘର ତ୍ରିରଙ୍ଗା' ଅଭିଯାନ । ଅଗଷ୍ଟ ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ । ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି…

ପଦକଠାରୁ ୨ ପାଦ ଦୂରରେ ଭାରତୀୟ ହକି ଟିମ

ପ୍ୟାରିସ: ଭାରତୀୟ ହକି ଟିମ ପ୍ୟାରିସ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ପଦକ ହାସଲଠାରୁ ୨ ପାଦ ଦୂରରେ ରହିଛି । ଚଳିତ ଅଲିମ୍ପିକ୍ସରେ ବେଲଜିୟମ ବ୍ୟତୀତ ଟିମ ଇଣ୍ଡିଆ ଅନ୍ୟ କାହାଠାରୁ ପରାଜିତ ହୋଇନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ, ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ । ଷ୍ଟିଲ ପ୍ଲାଣ୍ଟ ପାଇଁ ସ୍ଥାପନ ଗଠନ ହେବ ସ୍ଵତନ୍ତ୍ର ଟାସ୍କଫୋର୍ସ । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ପାଇଁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗ୍ରହୀ ଶିଳ୍ପ ସଂସ୍ଥା ସହ ଆଲୋଚନା କରି ପ୍ରକ୍ରିୟା…

ଭୁବନେଶ୍ୱରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ

ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ । ସଡ଼କ ପଥରେ କେରଳରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ମରଶରୀର । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଆସିଲା ଡାକ୍ତର ଚିନାରାଙ୍କ ମୃତଦେହ । ଜନ୍ମମାଟିରେ ହେବ ଶେଷକୃତ୍ୟ । ସୂଚନା ଅନୁସାରେ, ଓଡ଼ିଶାରୁ କୋଚିକୁ…

ନାସା ଜାରି କଲା ଭୟଙ୍କର ଭିଡିଓ; ଭାରତ ସମେତ ସାରା ଦୁନିଆରେ ବୁଲୁଛି କାର୍ବନ ଡାଇଅକ୍ସାଇଡ୍ 

ନୂଆଦିଲ୍ଲୀ: ବିଶ୍ୱ ତାପମାତ୍ରା ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ଅଧିକାଂଶ ବିକଶିତ ଦେଶ ଅଧିକରୁ ଅଧିକ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ କରୁଛନ୍ତି। ଏହା ମଧ୍ଯରେ ଆମେରିକୀୟ ସ୍ପେସ୍ ଏଜେନ୍ସି (ନାସା) ଏକ ଭିଡିଓ ଜାରି କରିଛି, ଯେଉଁଥିରେ କାର୍ବନ ଡାଇଅକ୍ସାଇଡ୍ (Co2)ର ବାଦଲ ସମଗ୍ର…

ବିଜେଡିକୁ ‘ମମତା’ ଛନକା !

ଭୁବନେଶ୍ଵର: ବିଜେଡିରେ ମମତା କମ୍ପନ। କୁଡୁମୀ ନେତ୍ରୀ ମମତା ମହନ୍ତ ବିଜେଡି ତ ଛାଡିଲେ ରାଜ୍ୟସଭା ସଦସ୍ୟତା ଛାଡି ବିଜେଡିକୁ ଦୁର୍ବଳ କରି ଦେଇଗଲେ । ଆଗକୁ ବି ଆହୁରି ଦୁଇ ତିନି ଜଣ ସାଂସଦ ବିଜେପି ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ବିଜେଡି ଭାଗ ଭାଗ ହେବା ନେଇ…

ଭାରତର ପ୍ରଥମ ମାନବ ମହାକାଶଯାତ୍ରା ପାଇଁ ମନୋନୀତ ହେଲେ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜଣେ ଭାରତୀୟ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର-ଆଇଏସଏସକୁ ଉଡାଣ ଭରିବେ । ଭାରତର ପ୍ରଥମ ମାନବ ମହାକାଶଯାତ୍ରା ପାଇଁ ମନୋନୀତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ନାସା ସହାୟତାରେ ଆଇଏସଏସରେ ଉଡିବେ । ମହାକାଶ ଅଭିଜ୍ଞତା ହାସଲ ପାଇଁ ଶୁଭାଂଶୁଙ୍କୁ ଆଇଏସଏସ…