ପରୀକ୍ଷାରେ ଜାଲିଆତି, ଘର ଭଡା ବୃଦ୍ଧିକୁ ଦାୟୀ କରି ଜୀବନ ହାରିଦେଲେ ଅଞ୍ଜଳି
ନୂଆଦିଲ୍ଲୀ: ମୁଁ ଆଉ ସହି ପାରୁନି, ମୋତେ କ୍ଷମା କରିଦେବ। ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରର ଏକ ଭଡା ଘରେ ରହୁଥିବା ମହାରାଷ୍ଟ୍ରର ଛାତ୍ରୀ ଅଞ୍ଜଳି ଏଭଳି ନୋଟ୍ ଲେଖି ଜୀବନ ହାରି ଦେଇଛନ୍ତି।
UPSC ଆଶାୟୀ ଅଞ୍ଜଳି ତାଙ୍କ ସୁଇସାଇଡ୍ ନୋଟରେ ଯାହା ଲେଖିଛନ୍ତି ତାହା ଅତ୍ୟନ୍ତ କଷ୍ଟଦାୟକ।…