ପ୍ୟାରିସ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ଭାଙ୍ଗିଥିବା ଗେମ୍ସ ଓ ବିଶ୍ୱରେକର୍ଡ
ପ୍ୟାରିସ: ଦିନକୁ ଦିନ ପ୍ୟାରିସ ଅଲିମ୍ପିକ୍ସରେ ଆଥଲେଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ତୀବ୍ର ହେବାରେ ଲାଗିଛି । ଏହା ମଧ୍ୟରେ କେତେକ ଗେମ୍ସ ରେକର୍ଡ ଓ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ ହୋଇଛି । ଆସନ୍ତୁ ନଜର ପକାଇବା ଏହି ରେକର୍ଡଗୁଡିକ ଉପରେ ।
ତୀରନ୍ଦାଜରେ ଦକ୍ଷିଣ କୋରିଆର ଲିମ ସି ହେୟନ…