ବକ୍ସ ଅଫିସରେ ବଲିଉଡ-ଟଲିଉଡର କଡା ଟକ୍କର: ଏକାସହ ୫ଟି ଫିଲ୍ମ ରିଲିଜ, ତାଲିକା ଦେଖି ଦର୍ଶକ ଉତ୍ସାହିତ
ମୁମ୍ବାଇ: ଯଦି ଆପଣ ଜଣେ ସିନେମା ପ୍ରେମୀ ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ଖବର ଆଣିଛୁ, ଯାହାକୁ ଶୁଣି ଆପଣଙ୍କ ଦିଲ୍ ଖୁସ ହୋଇଯିବ। ପୁଣି ଥରେ ବକ୍ସ ଅଫିସରେ ସାଉଥ୍ ଏବଂ ବଲିଉଡ୍ ଚଳଚ୍ଚିତ୍ର ମଧ୍ୟରେ ଏକ ଜବରଦସ୍ତ ଟକ୍କର ହେବାକୁ ଯାଉଛି, ଯାହାକୁ ନେଇ ଦର୍ଶକମାନେ ମଧ୍ୟ ବହୁତ ଉତ୍ସାହିତ…