ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ
କଲମ୍ବୋ: ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇରେ ଶେଷ ହୋଇଛି । ଶେଷ ଭାଗରେ ବିଜୟ ପାଇଁ ଭାରତ ଆଉ ୫ ରନ ଆବଶ୍ୟ କରୁଥିବା ବେଳେ ହାତରେ ୨ଟି ୱିକେଟ ରହିଥିଲା । ଶିବମ ଦୁବେ ଚୌକା ମାରି…