Latest Odisha News

BREAKING NEWS

ଟ୍ରମ୍ପଙ୍କ ତୁଣ୍ଡ ଦୋଷ

ନୂଆଦିଲ୍ଲୀ: ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଜମି ଆସୁଥିବା ବେଳେ ବାକ୍ ଯୁଦ୍ଧ ଓ ଆରୋପ ପ୍ରତ୍ୟାରୋପ ବି ବଢିବାରେ ଲାଗିଛି । ସରଗରମ ପ୍ରଚାର ମଧ୍ୟରେ ଡୋନାଲ୍‌ଡ ଟ୍ରମ୍ପ ପ୍ରତିଦ୍ୱନ୍ଦୀ କମଲା ହ୍ୟାରିସଙ୍କୁ ଟାର୍ଗେଟ କରି ଦେଇଛନ୍ତି ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ।…

ମୋସାଦର ଶତ୍ରୁ ନିପାତ କଳା

ନୂଆଦିଲ୍ଲୀ: ଇସ୍ରାଏଲ ହେଉଛି ଏକ ଇହୁଦୀ ଦେଶ । ମାତ୍ର ୧୯୪୮ରେ ଇସ୍ରାଏଲର ଗଠନ । ଭୌଗଳିକ, ଧାର୍ମିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଆରବ ଜଗତରେ ଇସ୍ରାଏଲର ଅନେକ ଶତ୍ରୁ । ଅତୀତରେ ଆରବ ଇସ୍ରାଏଲ ଯୁଦ୍ଧ ବି ହୋଇଛି । ସବୁ ଯୁଦ୍ଧରେ ଶତ୍ରୁ ପକ୍ଷକୁ ନିପାତ କରିଛି ଇସ୍ରାଏଲ୍ । ଆମେରିକାର ସହଯୋଗ ବି…

ଭାଇରାଲ ହେଉଛନ୍ତି ତୁର୍କିର ଏହି ଶୁଟର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଅବସରରେ ହଠାତ ତୁର୍କୀର ଶୁଟର ୟୁସୁଫ ଡିକେକ ଭାଇରାଲ ହେବାରେ ଲାଗିଛନ୍ତି । ୫୧ ବର୍ଷୀୟ ଏହି ଶୁଟର ଯେଉଁ ଶୈଳୀରେ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ଏବଂ ଐତିହାସିକ ରୌପ୍ୟ ପଦକ ହାସଲ କଲେ ତାହା ସମସ୍ତଙ୍କୁ ପସନ୍ଦ ଆସିଛି । ୧୦ ମିଟର ପିସ୍ତଲ ମିକ୍ସଡ ଟିମ…

ଲାଇକ ଓ ଭ୍ୟୁଜ୍ ପାଇଁ ରେଲୱେ ଟ୍ରାକରେ ରଖୁଥିଲେ ଇଟା, ସାଇକେଲ, ମୋବାଇଲ୍ ସହ ଏସବୁ ଜିନିଷ

ଲକ୍ଷ୍ନୌ: ଭାରତୀୟ ରେଳବାଇରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଯାତ୍ରା କରନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ରେଳବାଇ ଉପରେ ନ୍ୟସ୍ତ। କିନ୍ତୁ ଯଦି କେହି ବ୍ୟକ୍ତି ରେଲୱେ ଟ୍ରାକରେ କିଛି ରଖିଦିଅନ୍ତି ତେବେ ଏହାର ପରିଣାମ ଭୟଙ୍କର ହୋଇପାରେ। ସୋସିଆଲ ମିଡିଆରେ ଏପରି ଏକ…

ସୁଦୃଢ ହେଲା ନନ୍ଦନକାନନର ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେଲେ ଓଆଇଏସଏଫ ଯବାନ

ଭୁବନେଶ୍ବର: ବଢିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷା ବ୍ୟବସ୍ଥା । ନନ୍ଦନକାନନକୁ ଜଗିବା ପାଇଁ ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀର ଏକ ପ୍ଲାଟୁନ୍ ଫୋର୍ସ ଯବାନ ନିୟୋଜିତ ହୋଇଛନ୍ତି । ଏହି ଫୋର୍ସ ମଧ୍ୟରେ ଅଛନ୍ତି ଜଣେ ଇନ୍ସପେକ୍ଟର, ୪ ଜଣ…

ଗୁଜରାଟରେ ବଢିବାରେ ଲାଗିଛି ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ ମାମଲା

ଅହମ୍ମଦାବାଦ: ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମରେ ଏବେ ଯାଏଁ ୧୪୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସୂଚନା ଅନୁଯାୟୀ, ଜୁନ୍ ୨୦୨୪ ପ୍ରାରମ୍ଭରୁ ଗୁଜରାଟରେ ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) ମାମଲା ସାମ୍ନାକୁ ଆସୁଛି। ଜୁଲାଇ…

କ୍ୱାର୍ଟର ଫାଇନାଲରେ ହାରିଲେ ସାଇରାଜ-ଚିରାଗ ଯୋଡି

ପ୍ୟାରିସ: ଭାରତର ଷ୍ଟାର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ହାରି ଯାଇଛନ୍ତି । ଚମତ୍କାର ପ୍ରଦର୍ଶନ କରି ପଦକ ସମ୍ଭାବନା ସୃଷ୍ଟି କରିଥିବା ଏହି ଯୋଡି ଭାରତୀୟ ପ୍ରଶଂସକଙ୍କୁ…

ଅଟୋ ଓଲଟି ମହିଳା ମୃତ, ୧୦ ଆହତ

ଗୁଣପୁର: ରାୟଗଡା ଜିଲ୍ଲା ପୁଟାସିଂ ଥାନା ଚିନାସାରି ଘାଟିରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟିରେ ଅଟୋ ଟି ଓଲଟି ପଡିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ, ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମାୟା ସାହୁ । ଖବର ମୁତାବକ, ଆଜି ଶ୍ରମିକମାନେ ଏକ ଅଟୋରେ କାମ ସାରି ଘରକୁ…

ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ମମତା ମହାନ୍ତ । ଗତକାଲି ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଯାହା ପରେ ରାଜ୍ୟ ରାଜନୀତି ସରଗରମ ରହିଥିଲା ବେଳେ ଆଜି ବିଧିବଦ୍ଧ ଭାବେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ମମତା । ତେବେ…

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ

ଭୁବନେଶ୍ୱର: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶି ଦଣ୍ଡାଦେଶ । ଅଭିଯୁକ୍ତ ସଂଜିତ ଦାସକୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଏଡିଜେ-୨ କୋର୍ଟ। ଗତ ୨୦୨୨ ଜୁନ୍‌ ୯ରେ ଖଣ୍ଡଗିରି ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ। ସ୍ତ୍ରୀକୁ ବୀଭତ୍ସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ସଂଜିତ। ସୂଚନା ଅନୁସାରେ, ଗତ…