Latest Odisha News

BREAKING NEWS

ପୂଜା ଖେଡକରଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ବହିଷ୍କୃତ ହୋଇଥିବା ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ କୋର୍ଟରୁ ବଡ଼ ଝଟକା ମିଳିଛି । ତାଙ୍କ ଆଗୁଆ ଜାମିନ ଆବେଦନକୁ ପଟିଆଲା ହାଉସ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିସହ ନକଲି ପ୍ରମାଣପତ୍ର ବ୍ୟବହାର କରି ଆଉ କେହି ସଂରକ୍ଷଣର ସୁବିଧା ନେଇଛନ୍ତି କି ନାହିଁ ତାହା…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମୁସଲିମ ପକ୍ଷର ଆବେଦନ ଖାରଜ କଲେ ହାଇକୋର୍ଟ

ମଥୁରା: ଉତ୍ତର ପ୍ରଦେଶରେ ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ଶାହି ଇଦଗାହ ମସଜିଦ ଟ୍ରଷ୍ଟ ପକ୍ଷରୁ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆଜି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ପ୍ରକାଶ କରିଛନ୍ତି। ଆଗକୁ ହିନ୍ଦୁ…

ଆଗାମୀ ୨ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ଯାଏଁ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଗାମୀ ଏକ ସପ୍ତାହ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ,…

ଖୋଲିବ ଖଣି ଦୁର୍ନୀତି ଗୁମର… ପଶିବ ସିବିଆଇ !

ଭୁବନେଶ୍ବର: ଖୋଲିବ ରାଜ୍ୟରେ ଖଣି ଦୁର୍ନୀତି ଗୁମର ! ଖଣି ମାଫିଆଙ୍କ ସହ ନେତା, ଦୁର୍ନୀତିଗ୍ରସ୍ତ ଅଧିକାରୀ ଯିବେ ଜେଲ୍ ! ଖଣି ଦୁର୍ନୀତିର ତଦନ୍ତ କରିବାକୁ ଓଡିଶାରେ ପଶିବ କି ସିବିଆଇ? ବିଜେପି ସରକାର କ୍ଷମତାକୁ ଆସିବା ପରେ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ…

‘ଆମେ କେବଳ ରିଲ୍ ନିର୍ମାତା ନୁହଁ, କାମ ମଧ୍ୟ କରୁଛୁ’

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଗିଗଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ଗୃହରେ ରେଳବାଇରେ କରାଯାଉଥିବା ସଂସ୍କାର ଏବଂ ଲୋକୋ ପାଇଲଟଙ୍କ ସମ୍ପର୍କରେ ବ୍ୟବସ୍ଥା ବିଷୟରେ କହୁଥିବା ସମୟରେ ତାଙ୍କୁ ରିଲ ମନ୍ତ୍ରୀ ବୋଲି କହି ଥଟ୍ଟା ପରିହାସ କରିଥିଲେ ଜଣେ ବିରୋଧୀଦଳ ସାସଂଦ ।…

ସୁପ୍ରିମ କୋର୍ଟଙ୍କ ବଡ ରାୟ: ଏଣିକି କୋଟା ଭିତରେ ମିଳିବ କୋଟା

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ହୋଇପାରିବ ଉପବର୍ଗ ବା ସବ୍‌-କ୍ୟାଟେଗୋରୀ। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ…

ବେଲଜିୟମ ନିକଟରୁ ହାରିବା ସତ୍ୱେ କ୍ୱାର୍ଟରରେ ଭାରତୀୟ ହକି ଟିମ, ନିଖତ ବିଦା

ପ୍ୟାରିସ: ଭାରତୀୟ ହକି ଟିମ ଶେଷ ଲିଗ ମ୍ୟାଚରେ ବେଲଜିୟମ ନିକଟରୁ ପରାଜିତ ହୋଇଛି । ଅବଶ୍ୟ ଏହି ପରାଜୟ ସତ୍ୱେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୁଲ ବିରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ତାର ଅଭିଯାନ ଶେଷ କରିଛି । ରୋମାଂଚକ ମୁକାବିଲାରେ ବେଲଜିୟମ…

ଦେଶର ଏହି ସ୍ଥାନରେ ନାହିଁ କୌଣସି ଘରୋଇ ବିଦ୍ୟାଳୟ, ସରକାରୀ ସ୍କୁଲ ସଂଖ୍ୟା ଶୁଣିଲେ ଉଡିଯିବ ହୋସ

ନୂଆଦିଲ୍ଲୀ: ଦେଶରେ ବେସରକାରୀ ବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି ପାଉଛି। ଆମ ଦେଶରେ ସରକାରୀ ସ୍କୁଲ ଅପେକ୍ଷା ବେସରକାରୀ ସ୍କୁଲ ସଂଖ୍ୟା ଅଧିକ। କିନ୍ତୁ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ହେଲେ ଘରୋଇ ସ୍କୁଲ ନାହିଁ। ଏଠାରେ କେବଳ ସରକାରୀ ବିଦ୍ୟାଳୟ ରହିଛି। ଏଠାକାର ପିଲାମାନେ…

ମମତା ମହନ୍ତଙ୍କ ଇସ୍ତଫା ପଛର କାରଣ କ’ଣ?

ଭୁବନେଶ୍ବର: ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିକୁ ବଡ ଝଟକା। ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ । ତେବେ ମମତାଙ୍କ ଇସ୍ତଫା ପଛରେ କାରଣ କଣ? ହଠାତ୍ ଇସ୍ତଫା ଦେଇ ଚମକାଇଲେ ନା ଅନେକ ପୂର୍ବରୁ କରିଥିଲେ ଯୋଜନା? ଲୋକସଭାରେ ବିଜେଡି ଶୂନ…

ସାମ୍ବାଦିକା ମଧୁମିତା ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ତଦନ୍ତ ଜାରି ରଖିଛି ଧଉଳି ଥାନା ପୁଲିସ । ଅଭିଯୁକ୍ତ ସ୍ୱାମୀଙ୍କୁ ରିମାଣ୍ଡରେ ଆଣିଛି ପୋଲିସ l ଅଭିଯୁକ୍ତ ଶ୍ରୀଧରଙ୍କୁ ନେଇ ଭଡା ଘରେ ଆଜି ପୋଲିସ ଛାନଭିନ୍‌ କରିଛି । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ଏକ ସୁଇସାଇଡ…