Latest Odisha News

BREAKING NEWS

ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୨୭ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେଓଗଡ, କଟକ, ଜଗତସିଂହପୁର, ବୌଦ୍ଧ ଏବଂ କେନ୍ଦ୍ରାପଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ…

ରଘୁବର ଦାସଙ୍କ ଉପରେ ପୁରୁଣା ରାଗ ଶୁଝାଉଛନ୍ତି କି ନବୀନ ?

ଭୁବନେଶ୍ବର: ବିଧାନସଭାରେ ଏଏସଓଙ୍କୁ ମାଡ଼ ଘଟଣା ଝଡ଼ । ବିରୋଧୀଙ୍କ ହଙ୍ଗାମା, କାଠଗଡାରେ ସରକାର । କାହିଁକି ରାଜ୍ୟପାଳଙ୍କ ପୁଅ ବିରୋଧରେ ହେଉନି ଆକ୍ସନ୍? କୁଆଡ଼େ ଗଲା ଓଡିଆ ଅସ୍ମିତା ? ଦୁଇ ଦିନ ହେଲା ଘଟଣାକୁ ଅସ୍ତ୍ର କରି ଗର୍ଜନ କରୁଛନ୍ତି ବିରୋଧୀ। କାଲି ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ…

ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ

ନୂଆଦିଲ୍ଲୀ: କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି ପାଇଁ କେନ୍ଦ୍ର ବଜେଟ୍ ୨୦୨୪-୨୫ରେ କୃଷି ଗବେଷଣା, ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଏବଂ ଜାତୀୟ ସମବାୟ ନୀତି ସମେତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି। ଆଜି ସଂସଦରେ ୨୦୨୪-୨୦୨୫ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଓ…

ଅନୁଭବ – ବର୍ଷା ପାରିବାରିକ ବିବାଦ ମାମଲା: ଅନୁଭବଙ୍କୁ ଜେରା

କଟକ: ବଢ଼ିଲା ଅଭିନେତା ଅନୁଭବଙ୍କ ଅଡୁଆ। ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କୁ ଜେରା କରାଯାଇଛି । ଅଗଷ୍ଟ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି । ସୂଚନା ଅନୁସାରେ, ଶାଶୁଘରେ ଥିବାବେଳେ ଶାଶୁଘର ଲୋକଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇଥିବା ପୁରୀଘାଟ ଥାନାରେ ଅଭିଯୋଗ…

ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ ଉପରେ ଗୁରୁତ୍ୱ

ଯାଜପୁର: ଅତ୍ୟଧିକ ଯାତ୍ରୀ ଭଡ଼ା ଅଭିଯୋଗ ପରେ ପରିବହନ ବିଭାଗର କଡାକଡି ଯାଞ୍ଚ୍ । ଯାଜପୁରରୁ କଟକ, ଭୁବନେଶ୍ୱର ତଥା ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀବାହୀ ବସ୍ ଯାତ୍ରୀ ମାନଙ୍କ ଠାରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଯାତ୍ରୀ ଭଡ଼ା ଠାରୁ ଅତ୍ୟଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ…

ରାଜ୍ୟର ନୂଆ ସିଇଓ ହେଲେ ଆର୍ ସନ୍ଥଗୋପାଳନ

ଭୁବନେଶ୍ବର: ଆର୍‌. ସନ୍ଥଗୋପାଳନ ହେଲେ ରାଜ୍ୟର ନୂଆ ସିଇଓ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହେଲେ ଆର. ସନ୍ଥଗୋପାଳନ। ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ହେଉଛନ୍ତି ସନ୍ଥଗୋପାଳନ। ସନ୍ଥଗୋପାଳନଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ଭାବରେ ଇସିଆଇ ପକ୍ଷରୁ ସୂଚନା ଦିଆଯାଇଛି।…

ବଜେଟକୁ ନେଇ ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ: କହିଲା, ଏହା ‘କପି-ପେଷ୍ଟ ବଜେଟ’

ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ନେତାମାନେ ମୋଦୀ ୩.୦ ର ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି। ଏହି ସମୟରେ ବଜେଟ୍ ସମ୍ପର୍କରେ ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଏହାକୁ 'କୁର୍ସି ବଚାଓ' ବଜେଟ୍ ବୋଲି…

ସବୁ ବର୍ଗର ଲୋକମାନଙ୍କର ସ୍ୱାର୍ଥକୁ ଦିଆଯାଇଛି ଗୁରୁତ୍ଵ: ମୋଦୀ

ନୂଆଦିଲ୍ଲୀ: ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟା। ଗତ ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି ।ଏହି ବଜେଟ୍‌ରେ ମଧ୍ୟବିତ୍ତ ବର୍ଗର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଏଥିସହ ଦେଶର ଯୁବ ବର୍ଗ ବଜେଟ୍‌ରୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ ବୋଲି କହିଛନ୍ତି ମୋଦୀ।…

ବିଶ୍ବର ବଡବଡ ନେତାଙ୍କ ଫ୍ୟାଶନ ଶୋ; ମୋଦି ଓ ବାଇଡେନ ବି ସାମିଲ

ନୂଆଦିଲ୍ଲୀ: ବିଶ୍ବର ବଡବଡ ନେତାଙ୍କ ଫ୍ୟାଶନ ଶୋ। AI ଦ୍ବାରା ଜାରି ଭିଡିଓକୁ ଦେଖିଲେ ଆପଣ ମଧ୍ଯ ଚକିତ ହୋଇଯିବେ। ଏନେଇ ଟେସଲା ଓ ସ୍ପେସଏକ୍ସ ସିଇଓ ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ଭିଡିଓ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, AI ଫ୍ୟାଶନ ଶୋ। ଏଥିରେ…

ବଜେଟରେ ପୁଣି ୫ ବର୍ଷ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି

ନୂଆଦିଲ୍ଲୀ: ସଂସଦରେ ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଗରିବଙ୍କ ପାଇଁ ସ୍ବତନ୍ତ୍ର ବିବେଚନା କରାଯାଇଛି। ବଜେଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବଢାଇ ଦିଆଯାଇଛି। ଆହୁରି ୫ ବର୍ଷ ମିଳିବ ମାଗଣା ରାସନ। ଉପକୃତ…