ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ
କଟକ: ମାହାଙ୍ଗା ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ମୃତ l ଚିକିତ୍ସାଧୀନ ଅବସ୍ଥାରେ ଏସ୍ସିବି ମେଡିକାଲ୍ରେ ଆଖି ବୁଜିଲେ ମହିଳା l ଏକ ଚୋରି ମାମଲାରେ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ପୋଲିସ l ତେବେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଦେଖା କରିବାକୁ ଚାଁହୁଥିଲେ l…